୯.୯.୨୦୨୬ ବୁଧବାର
ମେଷ: ସମ୍ପର୍କହାନି, ବ୍ୟବସାୟରେ ସ୍ବଳ୍ପ ଲାଭ, କର୍ମକ୍ଷେତ୍ରେ ଅଶାନ୍ତି, ଅଯଥା ଖର୍ଚ୍ଚ, ବନ୍ଧୁ ସାହାଯ୍ୟ, ଅନୁଷ୍ଠାନରୁ ଲାଭ, ଶରୀରସୁସ୍ଥ, ଶତ୍ରୁସମସ୍ୟା । ଦ୍ବିଜା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୫, ଆରାଧନା-ମହାଲକ୍ଷ୍ମୀ
ବୃଷ: ବଡ଼ କାର୍ଯ୍ୟରେ ଅାଶ୍ବସ୍ତି, ସମ୍ପର୍କରେ ସୁଧାର, ଲୋକସମ୍ପର୍କ ବୃଦ୍ଧି, େଦବକାର୍ଯ୍ୟରେ ଶାନ୍ତି, ଅର୍ଥଲାଭ, ଗୃହେ ସହାୟତା, ଶରୀର ସୁସ୍ଥ । ମୃଗଶିରା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-୯, ଆରାଧନା-ମା’ ଭୁବନେଶ୍ବରୀ
ମିଥୁନ: ଅଯଥା ବ୍ୟୟ, ଲୋକସମ୍ପର୍କରେ ଉନ୍ନତି, ଯାତ୍ରା ସଫଳ, ଅନୁଷ୍ଠାନରୁ ଲାଭ, ପାରିବାରିକ ସମ୍ପର୍କରେ ଉନ୍ନତି, ଦ୍ରବ୍ୟଲାଭ, ବାଣିଜ୍ୟଲାଭ। ପୁନର୍ବସୁ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନାଲି, ସଂଖ୍ୟା-୮, ଆରାଧନା-ପ୍ରଭୁ ଜଗନ୍ନାଥ।
କର୍କଟ: ଶୁଭଖବର, କିଛି କାର୍ଯ୍ୟରେ ବିଳମ୍ବ, ଅର୍ଥଲାଭ, ସମ୍ପତ୍ତିଲାଭ, ବିବାଦ ସମାଧାନ, ଶରୀର ସୁସ୍ଥ, ଦେବଦର୍ଶନ, ଶତ୍ରୁ ପରାଜିତ, ବ୍ୟବସାୟରେ ଲାଭ। ଅଶ୍ଳେଷା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଆକାଶି, ସଂଖ୍ୟା-୧୨, ଆରାଧନା-ପ୍ରଭୁ ଗଣେଶ
ସିଂହ: ସନ୍ତାନସମସ୍ୟା, ପରିବାରରେ ଉତ୍ସବକୁ ନେଇ ଅାଲୋଚନା, ବନ୍ଧୁଲାଭ, ଅର୍ଥସମସ୍ୟା, ହେବାକାର୍ଯ୍ୟ ବିଳମ୍ବ, ମାନସିକ ଅଶାନ୍ତି, ଅଯଥା ବିବାଦ । ଉତ୍ତରାଫାଲଗୁନି ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୭, ଆରାଧନା-ମା’ କାଳୀ
କନ୍ୟା: ବନ୍ଧୁ ସାହାଯ୍ୟ, ଅର୍ଥଲାଭ, ସମସ୍ୟା ସମାଧାନ, ଶୁଭକାର୍ଯ୍ୟରେ ବ୍ୟସ୍ତ, ନୂତନ କର୍ମନିଯୁକ୍ତି, ବିବାଦ ସମାଧାନ, ଦୂରଯାତ୍ରା ସଫଳ, ସମ୍ମାନଲାଭ । ଚିତ୍ରା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଆକାଶି, ସଂଖ୍ୟା-୧୦, ଆରାଧନା-ମା’ ସରସ୍ବତୀ।
ତୁଳା: କର୍ମକ୍ଷେତ୍ରେ ସମ୍ମାନ, ଶୁଭଖବର, ବ୍ୟବସାୟରେ ଉନ୍ନତି, ଦାମ୍ପତ୍ୟସୁଖ, ସନ୍ତାନଲାଭ, ମାନସିକ ଶାନ୍ତି, ଶରୀର ସୁସ୍ଥ, ଦୂରଯାତ୍ରାରେ ସତର୍କ ବିଶାଖା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା-୭, ଆରାଧନା-ଶଙ୍କର ଭଗବାନ
ବିଛା: ବନ୍ଧୁ ବିଦ୍ବେଷ, ଅର୍ଥଚିନ୍ତା, ସାମାନ୍ୟ ଶରୀର ଅସୁସ୍ଥ, ଗୃହେ ସହାୟତା, ସୁମିଷ୍ଠ ଭୋଜନପ୍ରାପ୍ତି, ଅର୍ଥଖର୍ଚ୍ଚ, ନୂତନ ନିଯୁକ୍ତିରେ ବିଳମ୍ବ, ସନ୍ତାନଲାଭ। ଅନୁରାଧା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୮, ଆରାଧନା-ପ୍ରଭୁ ଜଗନ୍ନାଥ
ଧନୁ: ଯାତ୍ରାରେ ସତର୍କ, ପାରିବାରିକ ଚ ିନ୍ତା, ଅଯଥା ଅଶାନ୍ତି, ବନ୍ଧୁସାହାଯ୍ୟ, ଶୁଭଆଲୋଚନା ସଫଳ, ଶାରୀରିକ କଷ୍ଟ, ସମ୍ପର୍କରେ ସୁଧାର, ଦାମ୍ପତ୍ୟ କଳହ। ଉତ୍ତରାଷାଢ଼ା ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୪, ଆରାଧନା-ପ୍ରଭୁ ହନୁମାନ
ମକର: ପ୍ରୀତିଲାଭ, ବ୍ୟବସାୟରେ ଉନ୍ନତି, ବନ୍ଧୁଲାଭ, ଶୁଭ ଅାଲୋଚନା, ଯାତ୍ରାରେ ସଫଳ, ଅର୍ଥଲାଭ, ଦେବଦର୍ଶନ, ବିଦେଶଗସ୍ତ, ଶରୀର ସୁସ୍ଥ ଧନିଷ୍ଠା ନକ୍ଷତ୍ର-ସତର୍କ ରୁହନ୍ତୁ, ଶୁଭରଙ୍ଗ-ନୀଳ, ସଂଖ୍ୟା-୯, ଆରାଧନା-ମା’ ଦୁର୍ଗା
କୁମ୍ଭ: ଅର୍ଥଲାଭ, କଥାବାର୍ତ୍ତା ସଫଳ, ମାନସିକ ଶାନ୍ତି, ଶରୀର ସୁସ୍ଥ, ଦେବକାର୍ଯ୍ୟ େହତୁ ଧନବ୍ୟୟ, ବନ୍ଧୁଲାଭ, ନୂତନ କର୍ମନିଯୁକ୍ତି, ଦୂରଯାତ୍ରାରେ ଖୁସି । ପୂର୍ବଭାଦ୍ର ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ବାଇଗେଣି, ସଂଖ୍ୟା-୮, ଆରାଧନା- ମା’ ଭଗବତୀ
ମୀନ: କାର୍ଯ୍ୟରେ ଉତ୍ସାହ, ମାନସିକ ଶାନ୍ତି, ସମ୍ମାନମିଳିବ, ଅର୍ଥପ୍ରାପ୍ତି, ସମ୍ପତ୍ତିଲାଭ, ଦୂରଯାତ୍ରା ସଫଳ, ନୂତନ ନିଯୁକ୍ତି, ସ୍ବଜନ ବିରୋଧ, ଶାରୀରିକ ସୁସ୍ଥ, ଶତ୍ରୁ ପରାଜିତ । ରେବତୀ ନକ୍ଷତ୍ର- ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୯, ଆରାଧନା- ମା’ ତାରା




