hope bus
Feature 

ଗରିବ ପିଲାଙ୍କ ପାଇଁ ଦିଲ୍ଲୀରେ ଗଡ଼ୁଛି ‘ହୋପ୍‌ ବସ୍‌’

ଗରିବ ପିଲାଙ୍କ ପାଇଁ ଦିଲ୍ଲୀରେ ଗଡ଼ୁଛି ‘ହୋପ୍‌ ବସ୍‌’ ଦିଲ୍ଲୀ, ଅଗଷ୍ଟ ୧୭: ବରିବ ତଥା ଅଭାବ କାରଣରୁ ପାଠପଢ଼ି ପାରୁନଥିବା ପିଲାମାନଙ୍କ ପାଇଁ ଦିଲ୍ଲୀରେ ଗଡୁଛି ‘କ୍ଲାସରୁମ୍‌ ବସ୍‌’ । ଦିଲ୍ଲୀର ଏକ ଏନ୍‌ଜିଓ ‘ତେଜସିଆ’ ବସ୍ତିପିଲାଙ୍କ ଶିକ୍ଷା ପାଇଁ ଏହି ଅଭିନବ ଯୋଜନା କରିଛି । ଏନ୍‌ଜିଓ ପକ୍ଷରୁ ପିଲାଙ୍କୁ ବସ୍‌ ମାଧ୍ୟମରେ ଶିକ୍ଷା ଦିଆଯାଉଛି । ବସ୍‌ର ନାଁ ରଖାଯାଇଛି ‘ହୋପ୍‌ ବସ୍‌’ । ବର୍ତ୍ତମାନ ଏହି ବସ୍‌ରେ ୫୦ ଜଣ ପିଲା ପାଠ ପଢୁଛନ୍ତି । ଏହି କାର୍ଯ୍ୟ ପାଇଁ ୪ଟି […]
Read More...

Advertisement