home ground of Samajwadi Party
ରାଜନୀତି 

କରହଲ ଆସନରୁ ନାମାଙ୍କନପତ୍ର ଦାଖଲ କଲେ ସପା ସୁପ୍ରିମୋ

କରହଲ ଆସନରୁ ନାମାଙ୍କନପତ୍ର ଦାଖଲ କଲେ ସପା ସୁପ୍ରିମୋ ଲକ୍ଷ୍ମୌ: ଜାନୁଆରୀ ୩୧: ୟୁପ ନିର୍ବାଚନ ଦିନକୁ ଦିନ ପ୍ରଖର ହେବାକୁ ଯାଉଛି । ନିର୍ବାଚନ ତାରିଖ ଯେତେ ପାଖେଇ ପାଖେଇ ଆସୁଛି, ଦଳୀୟଙ୍କ ମଧ୍ୟରେ ସେତିକି ଉତ୍ସୁକତା ବୃଦ୍ଧି ପାଉଛି । ୟୁପିର ଦୁଇ ମୁଖ୍ୟ ଦଳ ବିଜେପି ଏବଂ ସମାଜବାଦୀ ପାର୍ଟି ବା ସପାଙ୍କ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଛି । ସପାର ସୁପ୍ରିମୋ ଅଖିଳେ ଯାଦବ ଆଜି ମୈନପୁରୀରେ ଥିବା କରହଲ ଆସନ ତରଫରୁ ଲଢ଼ିବା ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି […]
Read More...

Advertisement