Home Care
ଜୀବନଚର୍ଯ୍ୟା 

ମୌସୁମୀରେ ନିଅନ୍ତୁ ଘରର କେୟାର

ମୌସୁମୀରେ ନିଅନ୍ତୁ ଘରର କେୟାର ମୌସୁମୀ ଆସିଲେ ବର୍ଷା ଆରମ୍ଭ ହୋଇଯାଏ, ଯେଉଁ ସମୟରେ ଘରର ଅଧିକ କେୟାର ନେବାକୁ ପଡିଥାଏ । ଏହି ଦିନେ ଅଧିକ ବର୍ଷା ହେଉଥିବାରୁ ଘର ନଷ୍ଟ ହେବାର ଡର ଅଧିକ ରହିଥାଏ । ବର୍ଷା ପାଣି କାରଣରୁ ଘରର କାନ୍ଥ ଓ ଛାତ ନଷ୍ଟ ହୋଇଥାଏ । ସେହିଭଳି ଘରେ ଥିବା ବିଭିନ୍ନ କାଠ ଆସବାବ ପତ୍ର ମଧ୍ୟ ନଷ୍ଟ ହେବାର ଆଶଙ୍କା ରହିଥାଏ । ଏହି ସମୟରେ ଆଦ୍ରତା କାରଣରୁ କାଠ ଆସବାବ ପତ୍ର, […]
Read More...

Advertisement