Hockey World cup 2023 Top Players & Team Information
ଖେଳ 

ହକି ବିଶ୍ୱକପ୍‌ ପାଇଁ ଅମ୍ପାୟାର ତାଲିକା

ହକି ବିଶ୍ୱକପ୍‌ ପାଇଁ ଅମ୍ପାୟାର ତାଲିକା ହକି ବିଶ୍ୱକପ ୨୦୨୩ ଚଳିତ ମାସ ୧୩ ତାରିଖରୁ ଆରମ୍ଭ ହେଉଛି I ମୋଟ ଉପରେ ଚତୁର୍ଥ ତଥା କ୍ରମାଗତ ଦ୍ୱିତୀୟ ଥର ପାଇଁ ସମ୍ମାନଜନକ ହକି ବିଶ୍ୱକପ୍‌ ଭାରତ ଆୟୋଜନ କରୁଥିବା ବେଳେ ଆନ୍ତର୍ଜାତିକ ହକି ସଂଘ (ଏଫ୍‌ଆଇଏଚ୍‌) ଏଥିପାଇଁ ଅମ୍ପାୟାର ଏବଂ ଅଫିସିଆଲ୍‌ଙ୍କ ତାଲିକା ନିଜ ଅଫିସିଆଲ ୱେବସାଇଟରେ ଘୋଷଣା ହୋଇଥିଲା । ଟେକ୍ନିକାଲ ଡେଲିଗେଟସ୍‌ ଓ ଅମ୍ପାୟାର ମ୍ୟାନେଜରଙ୍କ ବ୍ୟତୀତ ମୋଟ ୮ ଜଣ ଟେକ୍ନିକାଲ ଅଫିସିଆଲ ଏବଂ ୧୫ ଫିଲï ଅମ୍ପାୟାରଙ୍କ […]
Read More...
ଖେଳ 

ହକି ବିଶ୍ୱକପ ୨୦୨୩ :କେଉଁ ଗ୍ରୁପରେ କିଏ ଖେଳିବେ

ହକି ବିଶ୍ୱକପ ୨୦୨୩ :କେଉଁ ଗ୍ରୁପରେ କିଏ ଖେଳିବେ ପୁଲ-ଏ: ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା, ଫ୍ରାନ୍ସ ଓ ଦ.ଆଫ୍ରିକା ପୁଲ-ବି: ବେଲଜିୟମ, ଜର୍ମାନୀ, ଦ.କୋରିଆ, ଜାପାନ ପୁଲ-ସି: ନେଦରଲାଣ୍ଡସ୍‌, ନୁ୍ୟଜିଲାଣ୍ଡ, ମାଲେସିଆ, ଚିଲୀ ପୁଲ-ଡି: ଭାରତ, ଇଂଲଣ୍ଡ, ସ୍ପେନ୍‌, େୱଲ୍ସ । ଭାରତର ମ୍ୟାଚ ପୁଲ ଡି’ରେ ଆୟୋଜକ ରାଷ୍ଟ୍ର ଭାରତ ସ୍ଥାନ ପାଇଛି । ଭାରତ ବ୍ୟତୀତ ଇଂଲଣ୍ଡ, ସ୍ପେନ୍‌ ଓ େୱଲ୍ସ ପରି ଶକ୍ତିଶାଳୀ ଦଳ ରହିଛନ୍ତି । ଆଗାମୀ ୧୩ ତାରିଖରେ ଭାରତୀୟ ଦଳ ବିର୍ଶାମୁଣ୍ଡା ଷ୍ଟାଡିୟମରେ ସ୍ପେନ୍‌ ବିପକ୍ଷ ମ୍ୟାଚ ଖେଳି ଅଭିଯାନ […]
Read More...
ଖେଳ 

ହକି ଖେଳର ଦୀର୍ଘ ବର୍ଷର ଜୟଯାତ୍ରା

ହକି ଖେଳର ଦୀର୍ଘ ବର୍ଷର ଜୟଯାତ୍ରା ଦୀର୍ଘ ବର୍ଷର ଜୟଯାତ୍ରା ବ୍ରିଟିଶ ସାମ୍ରାଜ୍ୟ ସମୟରେ ହକି ଖେଳର ପ୍ରାରମ୍ଭ ଭାରତୀୟ ଆର୍ମିରେ ହୋଇଥିଲା । ଧୀରେ ଧୀରେ ସାଧାରଣ ଜନତାଙ୍କର ବି ଏହି ଖେଳ ପ୍ରତି ଆକର୍ଷଣ ବଢିବାରେ ଲାଗିଲା ଓ ପରେ ହକି ଭାରତର ପରିଚୟ ପାଲଟିଗଲା । ଏବେ ହକି ବିଶ୍ୱର ଏକ ଲୋକପ୍ରିୟ ଖେଳ ପାଲଟିଥିବା ବେଳେ ଏହା ଅଲମ୍ପିକ୍‌, ୱାଲïର୍ କପ୍‌, ଚମ୍ପିଆନସ୍‌ ଟ୍ରଫି ଓ ଏଫ୍‌ଆଇଏଚ୍‌ ପ୍ରି ଲିଗ୍‌ ପରି ବଡ ପ୍ରତିଯୋଗିତାରେ ବି ସାମିଲ ହୋଇସାରିଛି […]
Read More...
ଖେଳ 

ହକି ବିଶ୍ୱକପ୍୨୦୨୩: ଜାଣନ୍ତୁ ସମସ୍ତ ଭାରତୀୟ ଖେଳାଳିଙ୍କ ବିଷୟରେ

ହକି ବିଶ୍ୱକପ୍୨୦୨୩: ଜାଣନ୍ତୁ ସମସ୍ତ ଭାରତୀୟ ଖେଳାଳିଙ୍କ ବିଷୟରେ ପି.ଆର.ଶ୍ରୀଜେସ (୩୪ ବର୍ଷ)- ଶ୍ରୀଜେସ ଦୁନିଆର ସବୁଠାରୁ ଉତ୍ତମ ଗୋଲ କିପର ଇ ସେ ଭାରତ ପାଇଁ ୨୭୪ ଟି ମ୍ୟାଚ ଖେଳି ସାରିଛନ୍ତି I କୃଷ୍ଣ ବି. ପାଠକ (୨୫ ବର୍ଷ ) – ଗୋଲ କିପର ସେ ଏଯାଏଁ ଭାରତ ପାଇଁ ୮୦ ଟି ମ୍ୟାଚ ଖେଳିଥିବା ବେଳେ ତାଙ୍କୁ ଶ୍ରୀଜେସ ଙ୍କ ଉତ୍ତରାଧିକାରୀ ବୋଲି କୁହା ଯାଉଛି I ଯଶମନ ପ୍ରୀତ ସିଂ (୨୬ ବର୍ଷ) – ଦୁନିଆର ସବୁଠାରୁ ଶ୍ରେଷ୍ଠ ଡିଫେଣ୍ଡର […]
Read More...
ଖେଳ 

ହକି ବିଶ୍ୱକପ୍ ପାଇଁ ଗାଇଡ୍‌ ଲାଇନ ବାଧ୍ୟତାମୂଳକ ନୁହେଁ

ହକି ବିଶ୍ୱକପ୍ ପାଇଁ ଗାଇଡ୍‌ ଲାଇନ ବାଧ୍ୟତାମୂଳକ ନୁହେଁ ଭୁବନେଶ୍ୱର : ଜାନୁୟାରୀ ୧୩ ରୁ ୨୯ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଅନୁଷ୍ଠିତ ହେବାକୁ ଯାଉଛି ପୁରୁଷ ହକି ମହାକୁମ୍ଭ I ଏଥିରେ ୧୬ ଟି ଦେଶ ଦଳ ଅଂଶ ଗ୍ରହଣ କରିବେ I ଖେଳାଳିଙ୍କ ସହିତ ବହୁ ଦେଶ ବିଦେଶରୁ ହକି ପ୍ରେମୀମାନେ ଖେଳ ଦେଖିବାକୁ ଆସିବେ। ତେଣୁ ବିଶ୍ୱକପ୍ ସୁପରିଚାଳନା ଯଥା ଖେଳାଳିଙ୍କ ସୁରକ୍ଷା ଓ ଟ୍ରାଫିକ ପରିଚାଳନା ପୁଲିସ ପାଇଁ ଚାଲେଜିଂ ରହିବ। ସେପଟେ ମୁଣ୍ଡ ଟେକୁଥିବା କରୋନା କୁ ନେଇ ଚିନ୍ତା ଘାରିଲାଣି […]
Read More...

Advertisement