hirakud water dam
ଜିଲ୍ଲା  ଓଡ଼ିଶା 

ଆଜି ହୀରାକୁଦର ୬୬ତମ ପ୍ରତିଷ୍ଠା ଦିବସ

ଆଜି ହୀରାକୁଦର ୬୬ତମ ପ୍ରତିଷ୍ଠା ଦିବସ ହୀର।କୁଦ: ଜାନୁଆରୀ ୧୩: ହୀର।କୁଦ ବହୁମୁଖୀ ନଦୀ ବନ୍ଧ ଯେ।ଜନ।ର ଶିଳ।ନ୍ୟ।ସ ହେ।ଇଥିଲ। ୧୯୪୬ ମସିହ। ମ।ର୍ଚ୍ଚ ୧୫ରେ। ୧୯୪୮ ଏପ୍ରିଲ୍ ୧୨ ତ।ରିଖରେ ଭ।ରତର ପ୍ରଥମ ପ୍ରଧ।ନ ମନ୍ତ୍ରୀ ଜବ।ହ।ରଲ।ଲ୍ ନେହରୁ କ˚କ୍ରିଟ୍ କ।ମର ଶୁଭ କରିଥିଲେ। ୧୯୫୭ ମସିହ। ଜାନୁଆରୀ ୧୩ରେ ଉଦ୍ଘ।ଟିତ ହେ।ଇଥିଲ। ପୃଥିବୀର ଦୀର୍ଘତମ ମ।ଟିବନ୍ଧ । ହୀର।କୁଦ ବନ୍ଧ ପ୍ରତିଷ୍ଠ।କୁ ଇତି ମଧ୍ୟରେ ୬୫ ବର୍ଷ ପୂରିଛି । ତେବେ ଆଜି ଏହ।ର ୬୬ତମ ପ୍ରତିଷ୍ଠ। ଦିବସ ଉପଲକ୍ଷେ ଅନେକ […]
Read More...

Advertisement