Hindu Widows
ଦେଶ- ବିଦେଶ 

ପୈତୃକ ସମ୍ପତ୍ତି ଉପରେ ଝିଅର ସମାନ ଅଧିକାର: ପୁଣି ଦୋହରାଇଲେ ସୁପ୍ରିକୋର୍ଟ

ପୈତୃକ ସମ୍ପତ୍ତି ଉପରେ ଝିଅର ସମାନ ଅଧିକାର: ପୁଣି ଦୋହରାଇଲେ ସୁପ୍ରିକୋର୍ଟ ଦିଲ୍ଲୀ: ଜାନୁଆରୀ ୨୧: ସୁପ୍ରିମକୋର୍ଟ ଦେଇଥିବା ନିଜ ପୂର୍ବ ରାୟକୁ ପୁଣି ଥରେ ଦୋହରାଇ କହିଛନ୍ତ, ପୈତୃକ ସମ୍ପତ୍ତି ଉପରେ ଝିଅଙ୍କ ରହିଛି ସମାନ ଅଧିକାର ରହିଛି । ହିନ୍ଦୁ ପର୍ସନାଲ ଲ’ ଓ ହିନ୍ଦୁ ଉତ୍ତରାଧିକାରୀ ଅଧିନିୟମରେ ଏହି ନିୟମ ଲାଗୁ ହେବ । ପୈତୃକ ସମ୍ପତ୍ତି ବିଭାଜନ ପରେ ଝିଅଙ୍କୁ ସମାନ ଅଧିକାର ମିଳିବ । ମାଦ୍ରାସ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନ(ହିନ୍ଦୁ ଉତ୍ତରାଧିକାରୀ ଅଧିନିୟମ ଅନୁଯାୟୀ ହିନ୍ଦୁ ମହିଳା ଓ […]
Read More...

Advertisement