Hindi telly news
ମନୋରଞ୍ଜନ 

ପ୍ରଶଂସକଙ୍କ ହୃଦୟରେ ସର୍ବଦା ଅମର ରହିବେ ଅଭିନେତା ସିଦ୍ଧାର୍ଥ

ପ୍ରଶଂସକଙ୍କ ହୃଦୟରେ ସର୍ବଦା ଅମର ରହିବେ ଅଭିନେତା ସିଦ୍ଧାର୍ଥ ଦିଲ୍ଲୀ: ସେପ୍‌ଟେମ୍ବର ୨: ହିନ୍ଦୀ ଧାରାବାହିକର ଦିଗ୍‌ଗଜ ଅଭିନେତା ତଥା ବିଗ୍‌ବସ-୧୩ ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କର ଆଜି ୪୦ ବର୍ଷ ବୟସରେ ଦେହାନ୍ତ ହୋଇଛି । ଗତକାଲି ରାତିରେ ତାଙ୍କର ହୃଦ୍‌ଘାତ ହୋଇଥିଲା । ତେବେ ଛାତିରେ ଯନ୍ତ୍ରଣା ହେବାରୁ ସେ ଔଷଧ ଖାଇ ଶୋଇବାକୁ ଚାଲିଯାଇଥିଲେ । ସକାଳେ ସିଦ୍ଧାର୍ଥ ଚେତାଶୂନ୍ୟ ଅବସ୍ଥାରେ ମିଳିବାରୁ ପରିବାର ଲୋକ ତାଙ୍କୁ କୂପର ହସ୍ପିଟାଲ ନେଇଯାଇଥିଲେ । ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଛି । ସିଦ୍ଧାର୍ଥଙ୍କ ବାନ୍ଧବୀ […]
Read More...

Advertisement