Hindi Television industry News
ମନୋରଞ୍ଜନ 

‘ଭାବିଜୀ ଘର ପର ହୈ’ ଧାରାବାହିକର ଫ୍ରେମ୍‌ ମଲଖାନ୍‌ଙ୍କ ପରଲୋକ

‘ଭାବିଜୀ ଘର ପର ହୈ’ ଧାରାବାହିକର ଫ୍ରେମ୍‌ ମଲଖାନ୍‌ଙ୍କ ପରଲୋକ ମୁମ୍ବାଇ: ଲୋକପ୍ରିୟ ହିନ୍ଦୀ ଧାରାବାହିକ ‘ଭାବିଜୀ ଘର ପର ହୈ’ରେ ‘ମଲଖାନ୍‌’ଚରିତ୍ରରେ ଅଭିନୟ କରୁଥିବା ଅଭିନେତା ଦିପେଶ ଭାନ୍‌ଙ୍କର ଆଜି ଅଚାନକ ଦେହାନ୍ତ ହୋଇଛି । ଦିପେଶ ଶନିବାର ସକାଳେ କ୍ରିକେଟ୍‌ ଖେଳୁଥିବା ବେଳେ ଚତାଶୂନ୍ୟ ହୋଇ ତଳେ ପଡିଯାଇଥିଲେ । ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଖବର ପ୍ରଚାର ହେବ ପରେ ଟିଭି ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି […]
Read More...

Advertisement