hindi film news
ମନୋରଞ୍ଜନ 

ଦୁଇ ଭଉଣୀ ଏକାଠି କାମ କରିବେ

ଦୁଇ ଭଉଣୀ ଏକାଠି କାମ କରିବେ ଦିଲ୍ଲୀ: ଜୁଲାଇ ୨୪: ଅଭିନେତ୍ରୀ କରିସ୍ମା କପୁର ଓ କରୀନା କପୁର ଖାନ୍‌ଙ୍କ ପ୍ରଶଂସକଙ୍କ ପାଇଁ ଆସିଛି ଗୁଡ୍‌ ନୁ୍ୟଜ୍‌ । ଖୁବଶୀଘ୍ର ଉଭୟ ଭଉଣୀ ଫିଲ୍ମରେ ଏକାଠି ସ୍କ୍ରିନ୍‌ ସେୟାର କରିବାକୁ ଯାଉଛନ୍ତି । କେବଳ ସେତିକି ନୁହେଁ ତାଙ୍କର ଆଗାମୀ ପ୍ରୋଜେକଫ ପାଇଁ କରିସ୍ମା ଏବଂ କରୀନା ସୁଟିଂ ମଧ୍ୟ ଆରମ୍ଭ କରିସାରିଛନ୍ତି । ଷ୍ଟୁଡେଣ୍ଟ୍‌ ଅଫ୍‌ ଦ ଇୟର-୨ର ନିର୍ଦ୍ଦେଶକ ପୁନୀତ ମଲହୋତ୍ରା ଉଭୟ ଭଉଣୀଙ୍କୁ ଏହି ଫିଲ୍ମରେ ସାଇନ୍‌ କରାଇଛନ୍ତି । […]
Read More...

Advertisement