Hina Khan
ମନୋରଞ୍ଜନ 

ହିନା ଖାନ୍‌ ଦେଲେ ମିକା ସିଂଙ୍କୁ ପ୍ରେମର ମନ୍ତ୍ର

ହିନା ଖାନ୍‌ ଦେଲେ ମିକା ସିଂଙ୍କୁ ପ୍ରେମର ମନ୍ତ୍ର ମୁମ୍ବାଇ: ଜୁଲାଇ ୦୯: ମିକା ସିଂଙ୍କ ଶୋ ସ୍ୱୟଂବର- ମିକା ଦି ଭୋତି ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସୁଛି । ମିକାଙ୍କ ପାଇଁ ସ୍ୱୟଂବରରେ ଏକରୁ ଅଧିକ ସୁନ୍ଦରୀ ପ୍ରତିଯୋଗୀ ଆସିଛନ୍ତି । ଏହି ପ୍ରତିଯୋଗୀମାନଙ୍କ ମଧ୍ୟରୁ କେତେକ ମଧ୍ୟ ଏପରି ଅଛନ୍ତି, ଯାହାର ମିକା ସହିତ ଭଲ ବଣ୍ଡିଂ ରହିଛି । ବର୍ତ୍ତମାନ କିଏ ମିକାଙ୍କ ରାଣୀ ହେବ, ତାହା ତ ସମୟ କହିବ, କି;ୁ ଏହାପୂର୍ବରୁ ହିନା ଖାନ ତାଙ୍କୁ କହିଛନ୍ତି ସେ କିପରି […]
Read More...

Advertisement