hijwa ull mujahiddin
ଦେଶ- ବିଦେଶ 

ପୁଣି ସୀମା ସୁରକ୍ଷା ବଳ ହାତରେ ନିହତ ଆଉ ଜଣେ ଆତଙ୍କବାଦୀ

ପୁଣି ସୀମା ସୁରକ୍ଷା ବଳ ହାତରେ ନିହତ ଆଉ ଜଣେ ଆତଙ୍କବାଦୀ କାଶ୍ମୀର: ଜୁନ ୧୧: ହେଲା ଆଉ ଜଣେ ଶ୍ରୀନଗର: ଜୁନ ୧୧: ଦକ୍ଷିଣ କାଶ୍ମୀରର କୁଲଗାମ୍‌ ଜିଲ୍ଲା ଅନ୍ତର୍ଗତ ଖାନ୍ଦିପୋରା ଅଞ୍ଚଳରେ ନିରାପତ୍ତା ବଳଙ୍କ ସହିତ ଗୁଳିବିନିମୟ କରି ଆତଙ୍କବାଦୀ ସଙ୍ଗଠନ ହିଜ୍ୱ୍‌-ଉଲ୍‌-ମୁଜାହିଦୀନର ଜଣେ ଆତଙ୍କବାଦୀ ନିହତ । ତେବେ ଏ ଘଟଣା ହୋଇଥିବା କଥା ଆଜି ପୁଲିସ ସୂଚନା ଦେଇଛି । ଟୁଇଟ୍‌ କରି କାଶ୍ମୀର ଜୋନ୍‌ ପୁଲିସ କହିଛି, ନିଷିଦ୍ଧ ଆତଙ୍କବାଦୀ ସଙ୍ଗଠନ ହିଜ୍ୱ୍‌-ଉଲ୍‌-ମୁଜାହିଦୀନର ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି । ଗତ ରାତି […]
Read More...

Advertisement