high speed internet
ଓଡ଼ିଶା 

ସ୍ମାର୍ଟ ସିଟିରେ ମିଳିବ ମାଗଣା ୱାଇଫାଇ

ସ୍ମାର୍ଟ ସିଟିରେ ମିଳିବ ମାଗଣା ୱାଇଫାଇ ଭୁବନେଶ୍ୱର: ଅପ୍ରେଲ ୨୯: ରାଜଧାନୀ ଭୁବନେଶ୍ୱର ହେବ ଆହୁରି ସ୍ମାର୍ଟ । ଭୁବନେଶ୍ୱରରେ ମିଳିବ ମାଗଣା ୱାଇଫାଇ। ସ୍ମାର୍ଟସିଟିକୁ ଆହୁରି ସ୍ମାର୍ଟ କରାଇବା ପାଇଁ ଏଭଳି ସେବା ଆରମ୍ଭ କରିଛି ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍। ବିଏସ୍ସିଏଲ ପକ୍ଷରୁ ୨୦୧୮ରେ ମାଗଣା ୱାଇଫାଇ ନେଇ ପ୍ରକଳ୍ପ ଆରମ୍ଭ ହୋଇଥିଲା। ମାତ୍ର ୨୦୦ ପଏଣ୍ଟରୁ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପରେ ଏବେ ସୁଦ୍ଧା ପାଖାପାଖି ୧୪୦୦ ପଏଣ୍ଟକୁ ସଂଯୋଗ ହୋଇଛି। ଆଗରୁ କେବଳ ରେଳଷ୍ଟେସନରେ ମାଗଣା ୱାଇଫାଇ ମିଳୁଥିଲା। ବାକି […]
Read More...

Advertisement