heavy rain
ଓଡ଼ିଶା 

ଲଗାଣ ବର୍ଷାରେ ବୌଦ୍ଧ ଜିଲ୍ଲା ବେହାଲ

ଲଗାଣ ବର୍ଷାରେ ବୌଦ୍ଧ ଜିଲ୍ଲା ବେହାଲ ବୌଦ୍ଧ,ସେପ୍‌ଟେମ୍ବର ୧୫: ଚଳିତ ବର୍ଷ ଖରିଫରେ ଅନିୟମିତ ଓ କମ୍‌ ବର୍ଷା ଯୋଗୁଁ ମରୁଡ଼ି ପରିସ୍ଥିତି ଦେଖା ଦେଇଥିଲା । ଚାଷୀ ବର୍ଷକର ଆୟ ଯୋଗାଉଥିବା ଧାନରେ ପାଣି ଟୋପାଏ ପାଇଁ କସରତ କରୁଥିଲା । ଏବେ ଅଜାଡ଼ି ଦେଇଛି ବର୍ଷା । ରବିବାର ସଂଧ୍ୟାରୁ ଆରମ୍ଭ ହୋଇଥିବା ବର୍ଷା ଥମିବାର ନାଁ ନେଉନାହିଁ । ଏବେ ବର୍ଷାର ବିତ୍ପାତ ଯୋଗୁଁ ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହେଲାଣି । ପ୍ରବଳ ବର୍ଷା ସହ ପବନ ଯୋଗୁଁ […]
Read More...

Advertisement