Heat in Odisha
ଓଡ଼ିଶା 

ବଢୁଛି ତାପମାତ୍ରା; ୫ ଜିଲ୍ଳା ପାଇଁ ହିଟ୍‌ ୱେଭ‌ ୟେଲୋ ୱାର୍ଣ୍ଣିଂ ଜାରି

ବଢୁଛି ତାପମାତ୍ରା; ୫ ଜିଲ୍ଳା ପାଇଁ ହିଟ୍‌ ୱେଭ‌ ୟେଲୋ ୱାର୍ଣ୍ଣିଂ ଜାରି Edited by Papu Mohanty ଭୁବନେଶ୍ୱର: ମେ ୨୩:ବାତ୍ୟା ଅମ୍ପନ ଯୋଗୁଁ ଥଣ୍ଡା ପଡିଥିବା ଓଡିଶା ଏବେ ପୁଣି ଉତ୍ତପ୍ତ ହୋଇଛି । ପାରଦ ବଢିବାରେ ଲାଗିଛି । ଶୁକ୍ରବାର ଟିଟିଲାଗଡ଼ରେ ତାପମାତ୍ରା ୪୫.୨ ଡିଗ୍ରୀ ଥିବାବେଳେ ଶନିବାର ଏହା ୪୫.୫ ଡିଗ୍ରୀରେ ପହଞ୍ଚିଛି । ଶୁକ୍ରବାର ଭଳି ଶନିବାର ମଧ୍ୟ ଓଡିଶାର ୧୨ଟି ସହରରେ ତାପମାତ୍ରା ୪୧ ଡିଗ୍ରୀକୁ ଟପିଛି । ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ଗ୍ରୀଷ୍ମପ୍ରବାହ ଜାରି ରହିବ ବୋଲି […]
Read More...

Advertisement