health tips
ସ୍ୱାସ୍ଥ 

ସୁସ୍ଥ ଶରୀର ପାଇଁ ଗ୍ରହଣ କରନ୍ତୁ ଏହି ଖାଦ୍ୟ

ସୁସ୍ଥ ଶରୀର ପାଇଁ ଗ୍ରହଣ କରନ୍ତୁ ଏହି ଖାଦ୍ୟ ଭୁବନେଶ୍ୱର: ଅଗଷ୍ଟ ୩: ସୁସ୍ଥ ଶରୀରର ଆଧାର ହେଉଛି ହାଡ଼ । ହାଡ଼ ନିର୍ମାଣ ତଥା ମଜଭୁତ କରାଇବାରେ କ୍ୟାଲସିୟମ୍‌ର ଭୂମିକା ଗୁରୁତ୍ୱପୂର୍ଣ୍ଣ । ବଦଳୁଥିବା ପାଣିପାଗ ଓ ଖାଦ୍ୟପେୟର ଅନିୟମିତତା କାରଣରୁ ଆମ ଶରୀର ସଠିକ୍‌ କ୍ୟାଲସିୟମ୍‌ ପାଇପାରେ ନାହିଁ । ଏହା ଫଳରେ ଦୈନିକ ଜୀବନରେ ହାଡ଼ ଓ ମାଂସ ଜନିତ ସମସ୍ୟା ଦେଖାଯାଏ । ଯେପରି-ହାଡ଼ ଦରଜ ହେବା, ଥକାପଣ ଲାଗିବା, ମାସଂପେଶୀରେ ରକା ପଶିବା, ଅଣ୍ଟା ଓ ଗୋଡ଼ ବିନ୍ଧା ହେବା […]
Read More...

Advertisement