ହ୍ୱାଇଟ୍‌ ଲଂଗ୍ସ ସିଣ୍ଡ୍ରୋମ୍‌

ଏହି ସମସ୍ୟା ହେଲେ ରୋଗୀଙ୍କର ଫୁସ୍‌ଫୁସ୍‌ରେ ଧଳାରଙ୍ଗର ପ୍ୟାଚ ଦେଖାଦେଇଥାଏ । ବର୍ତ୍ତମାନ ଏହା ବିଶେଷଭାବେ ଛୋଟ ପିଲାଙ୍କ କ୍ଷେତ୍ରରେ ଦେଖିବାକୁ ମିଳୁଛି । ଏହି ସମସ୍ୟାର ଲକ୍ଷଣ ଭାବେ କଫ,ଜ୍ୱର,ଫଟିଗୋ, ଆଖି ଓ ନାକରୁ ପାଣି ବାହାରିବା, ବାନ୍ତି, ଡାଇରିଆ ଆଦି ଦେଖିବାକୁ ମିଳିଥାଏ । କେବଳ ଏତିକି ନୁହେଁ ଏହା ହେଲେ ଛାତିରେ ଯନ୍ତ୍ରଣା ସହିତ ନିଶ୍ୱାସ ନେବାରେ ମଧ୍ୟ ସମସ୍ୟା ଦେଖିବାକୁ ମିଳିଥାଏ । ଖାଦ୍ୟ ଖାଇବାକୁ ଇଚ୍ଛା ହୋଇନଥାଏ, ଯାହାଫଳରେ ଓଜନ […]

Samaya Live Picture
Published On

ଏହି ସମସ୍ୟା ହେଲେ ରୋଗୀଙ୍କର ଫୁସ୍‌ଫୁସ୍‌ରେ ଧଳାରଙ୍ଗର ପ୍ୟାଚ ଦେଖାଦେଇଥାଏ । ବର୍ତ୍ତମାନ ଏହା ବିଶେଷଭାବେ ଛୋଟ ପିଲାଙ୍କ କ୍ଷେତ୍ରରେ ଦେଖିବାକୁ ମିଳୁଛି । ଏହି ସମସ୍ୟାର ଲକ୍ଷଣ ଭାବେ କଫ,ଜ୍ୱର,ଫଟିଗୋ, ଆଖି ଓ ନାକରୁ ପାଣି ବାହାରିବା, ବାନ୍ତି, ଡାଇରିଆ ଆଦି ଦେଖିବାକୁ ମିଳିଥାଏ । କେବଳ ଏତିକି ନୁହେଁ ଏହା ହେଲେ ଛାତିରେ ଯନ୍ତ୍ରଣା ସହିତ ନିଶ୍ୱାସ ନେବାରେ ମଧ୍ୟ ସମସ୍ୟା ଦେଖିବାକୁ ମିଳିଥାଏ । ଖାଦ୍ୟ ଖାଇବାକୁ ଇଚ୍ଛା ହୋଇନଥାଏ, ଯାହାଫଳରେ ଓଜନ କମିଥାଏ । ତେବେ ଏହି ସମସ୍ୟାର ସଠିକ୍‌ କାରଣ ଜଣା ପଡି ନାହିଁ । ଏହି ସମସ୍ୟା ହେଲେ ରୋଗୀର ରୋଗପ୍ରତିରୋଧକ ଶକ୍ତି କମିଯାଉଥିବା ଜଣା ପଡିଛି । ଯଦି ଉପରୋକ୍ତ କୌଣସି ଲକ୍ଷଣ ଦେଖୁଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

Tags: