ସ୍ୱାସ୍ଥ୍ୟ ପାଇଁ ପାନପତ୍ରର ବ୍ୟବହାର
ମୁଣ୍ଡବିନ୍ଧା ପାଇଁ ପାନପତ୍ରର ବ୍ୟବହାର: ପାନ ପତ୍ରରେ ଥଣ୍ଡା ଓ ଆନାଲେଜିକ୍ ଗୁଣ ରହିଥାଏ । ତେଣୁ ପ୍ରବଳ ମୁଣ୍ଡବିନ୍ଧା ବେଳେ ପାନପତ୍ରକୁ ବାଟି ଲଗାଇବା ଦ୍ୱାରା ମୁଣ୍ଡବିନ୍ଧା ଦୂର ହୋଇଥାଏ । ମଧୁମେହର ଉପଚାର: ମଧୁମେହ ରୋଗୀଙ୍କ କ୍ଷେତ୍ରରେ ପାନପତ୍ର ଏକ ଔଷଧୀୟ ଗୁଣ ଭାବେ କାର୍ଯ୍ୟ କରିିଥାଏ । ବିଶେଷ ତଥ୍ୟରୁ ଜଣାଯାଇଛି ଯେ, ପାନ ରକ୍ତରେ ଶର୍କରାହାରକୁ କମିବାରେ ସାହାର୍ଯ୍ୟ କରିଥାଏ । ହଜମ ପକ୍ରିୟାରେ ସାହାର୍ଯ୍ୟ : ଖାଦ୍ୟ ଖାଇବା ପରେ […]
ମୁଣ୍ଡବିନ୍ଧା ପାଇଁ ପାନପତ୍ରର ବ୍ୟବହାର: ପାନ ପତ୍ରରେ ଥଣ୍ଡା ଓ ଆନାଲେଜିକ୍ ଗୁଣ ରହିଥାଏ । ତେଣୁ ପ୍ରବଳ ମୁଣ୍ଡବିନ୍ଧା ବେଳେ ପାନପତ୍ରକୁ ବାଟି ଲଗାଇବା ଦ୍ୱାରା ମୁଣ୍ଡବିନ୍ଧା ଦୂର ହୋଇଥାଏ ।
ମଧୁମେହର ଉପଚାର: ମଧୁମେହ ରୋଗୀଙ୍କ କ୍ଷେତ୍ରରେ ପାନପତ୍ର ଏକ ଔଷଧୀୟ ଗୁଣ ଭାବେ କାର୍ଯ୍ୟ କରିିଥାଏ । ବିଶେଷ ତଥ୍ୟରୁ ଜଣାଯାଇଛି ଯେ, ପାନ ରକ୍ତରେ ଶର୍କରାହାରକୁ କମିବାରେ ସାହାର୍ଯ୍ୟ କରିଥାଏ ।
ହଜମ ପକ୍ରିୟାରେ ସାହାର୍ଯ୍ୟ : ଖାଦ୍ୟ ଖାଇବା ପରେ ପାନପତ୍ର ଚୋବାଇବା ଆବଶ୍ୟକ । କାରଣ ପାନପତ୍ରରେ ମେଟାବୋଲିଜିମ୍ ଏବଂ ଅଧିକ ଭିଟାମିନ ଓ ପୋଷକତତ୍ତ୍ୱକୁ ଶୋଷଣ କରିବାକୁ ଅନ୍ତନଳୀକୁ ସାହାର୍ଯ୍ୟ କରିଥାଏ ।
କଟା ସ୍ଥାନର ଉପଚାର: ଘରୋଇ ଉପଚାର ଭାବେ କଟିଯାଇ ଥିବା ସ୍ଥାନରେ ରକ୍ତ ବାହାରୁଥିଲେ ତାହାକୁ ବନ୍ଦ କରିବା ପାଇଁ ପାନପତ୍ର ବ୍ୟବହାର କରାଯାଏ ।କଟା ସ୍ଥାନକକୁ ଶୀଘ୍ର ସୁଖିବାରେ ମଧ୍ୟ ସାହାର୍ଯ୍ୟ କରିଥାଏ ।




