ରୋଗ ସୃଷ୍ଟି କରେ ଟମାଟୋ !
ଟମାଟୋ ଏକ ଗୁଣକାରୀ ପରିବା। ଏହା ଖାଇବା ଦ୍ୱାରା ଆମ ଶରୀର ଉପରେ ଅନେକ ଭଲ ପ୍ରଭାବ ପଡିଥାଏ। ତ୍ୱଚା ଉଜ୍ଜଳ କରିବା ପାଇଁ ଟମାଟୋ ଖାଇବାକୁ ଡାକ୍ତରମାନେ ପରାମର୍ଶ ମଧ୍ୟ ଦେଇଥାନ୍ତି। ମାତ୍ର ଟମାଟୋ ମଧ୍ୟ ଶରୀରରେ ଖରାପ ପ୍ରଭାବ ପକାଏ। ଟମାଟୋରେ ଥିବା ଲାଇକୋପିନ୍ ରସାୟନ ଶରୀରରେ କୁପ୍ରଭାବ ପକାଇବା ସହ କେତେକ କ୍ଷେତ୍ରରେ ମଣିଷକୁ ରୋଗାଗ୍ରସ୍ତ କରାଏ। ଅଧିକ ପରିମାଣର ଟମାଟୋ ଖାଇବା ଫଳରେ କେଉଁ ସମସ୍ତ ସମସ୍ୟା ସୃଷ୍ଟି ହୁଏ, ଆସନ୍ତୁ […]
ଟମାଟୋ ଏକ ଗୁଣକାରୀ ପରିବା। ଏହା ଖାଇବା ଦ୍ୱାରା ଆମ ଶରୀର ଉପରେ ଅନେକ ଭଲ ପ୍ରଭାବ ପଡିଥାଏ। ତ୍ୱଚା ଉଜ୍ଜଳ କରିବା ପାଇଁ ଟମାଟୋ ଖାଇବାକୁ ଡାକ୍ତରମାନେ ପରାମର୍ଶ ମଧ୍ୟ ଦେଇଥାନ୍ତି। ମାତ୍ର ଟମାଟୋ ମଧ୍ୟ ଶରୀରରେ ଖରାପ ପ୍ରଭାବ ପକାଏ। ଟମାଟୋରେ ଥିବା ଲାଇକୋପିନ୍ ରସାୟନ ଶରୀରରେ କୁପ୍ରଭାବ ପକାଇବା ସହ କେତେକ କ୍ଷେତ୍ରରେ ମଣିଷକୁ ରୋଗାଗ୍ରସ୍ତ କରାଏ। ଅଧିକ ପରିମାଣର ଟମାଟୋ ଖାଇବା ଫଳରେ କେଉଁ ସମସ୍ତ ସମସ୍ୟା ସୃଷ୍ଟି ହୁଏ, ଆସନ୍ତୁ ସେ ସମ୍ପର୍କରେ ଜାଣିବା-
୧- ଅଧିକ ଟମାଟୋ ଖାଇଲେ ବୃକକ୍ ଉପରେ କୁପ୍ରଭାବ ପଡେ।
୨- ଆବଶ୍ୟକ ଠାରୁ ଅଧିକ ଟମାଟୋ ତରକାରୀରେ ବ୍ୟବହାର କଲେ ତାହା ହଜମ ନ ହେବାସହ ମୂତ୍ର ସଂକ୍ରମଣ ଜନିତ ସମସ୍ୟା ସୃଷ୍ଟି କରେ।
୩- ବୟସ୍କ ଲୋକ ଅଧିକ ଟମାଟୋ ଖାଇବା ଅନୁଚିତ୍। ଅଧିକ ପରିମାଣର ଟମାଟୋ ଖାଇଲେ ଗୋଡବିନ୍ଧା ମଧ୍ୟ ହୋଇଥାଏ।
୪- ଟମାଟୋ ଅଧିକ ପରିମାଣରେ ଖାଇବା ଦ୍ୱାରା ମାଇଗ୍ରେନ(ମୁଣ୍ଡବିନ୍ଧା) ସମସ୍ୟା ଦେଖାଦିଏ।
ଅତିବେଶୀରେ ଦିନକୁ ୨ଟି ଟମାଟୋ ଖାଇବା ଉଚିତ୍ ବୋଲି ଡାକ୍ତରମାନେ ପରାମର୍ଶ ଦିଅନ୍ତି।
Tags:




