ଶୀତଦିନେ ନିଅନ୍ତୁୁ ତ୍ୱଚାର କେୟାର
By: Samaya Live
ଶୀତଦିନ ଆରମ୍ଭ ହେବାମାତ୍ରେ ଆମର ଅନେକ ଚର୍ମ ସମସ୍ୟା ଆରମ୍ଭ ହୋଇଥାଏ । କେତେବେଳେ ଚର୍ମ ଶୁଷ୍କ ହେଉଥିବାବେଳେ କେବେକେବେ ଏହା ଫାଟୁଥିବାର ଦେଖିବାକୁ ମିଳିଥାଏ । ଏହି ଦିନେ ବିଶେଷଭାବେ ହାତ, ପାଦ, ଓଠର ଚର୍ମ ଶୁଷ୍କ ହେବା ସହିତ ଫାଟିଥାଏ ,ତେଣୁ ଏଗୁଡିକର ଅଧିକ ଧ୍ୟାନ ରଖିବାକୁ ହୋଇଥାଏ । ଶୀତଦିନେ ଏହି ସମସ୍ତ ସ୍ଥାନକୁ ମଶ୍ଚରାଇଜ କରିବାକୁ ପଡିଥାଏ । ବିଶେଷଭାବେ ରାତିରେ ଏହି ସ୍ଥାନରେ କ୍ରିମ ଲଗାଇ ଶୋଇବାକୁ ଭୁଲନ୍ତୁ ନାହିଁ । ସେହିଭଳି ଗାଧୋଇବା ସମୟରେ ଶରୀରରେ ତେଲ ଲଗାନ୍ତୁ ଏହା ଖୁବ ଲାଭ ଦାୟକ ହୋଇଥାଏ । ଏହାସହ ଖାଦ୍ୟପେୟର ମଧ୍ୟ ଧ୍ୟାନ ରଖନ୍ତୁ ଏବଂ ପାଣି ଅଧିକ ପିଅନ୍ତୁ, ଯାହାଫଳରେ ଆପଣ ହାଇଡ୍ରେଟ ରହିପାରିବେ । ହାଇଡ୍ରେଟ ରହିବା ଫଳରେ ତ୍ୱଚା ଶୁଷ୍କ ହେବାରୁ ବଞ୍ଚିଥାଏ ଏବଂ ଫାଟିନଥାଏ । ଖାଦ୍ୟରେ ବିଭିନ୍ନ ପୋଷଣ ଯେପରି ଓମେଗା -୩, ଭିଟାମିନ -ଇ, ଭିଟାମିନ – ଏ, ଭିଟାମିନ -ସି ଆଦିକୁ ସାମିଲ କରନ୍ତୁ
Read More ଶୀତଦିନେ ଉପକାରୀ ଗୁଡ
Tags:


