health news
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
କଣ୍ଠ ସ୍ୱରରୁ ଚିହ୍ନଟ ହେବ ରୋଗ
Published On
By Samaya Live
କୌଣସି ବି ରୋଗର ଚିହ୍ନଟ ପାଇଁ ବ୍ଲଡ, ସିଟି ସ୍କାନ କିମ୍ବା ଅନ୍ୟ କିଛି ଯାଞ୍ଚ କରାଇବାକୁ ପଡିଥାଏ । କିନ୍ତୁ ଏବେ କଣ୍ଠସ୍ୱରରୁ ରୋଗର ଚିହ୍ନଟ କରାଯାଇ ପାରିବ । ଆମେରିକା ଫ୍ଲୋରିଡା ୟୁନିଭରସିଟିର ହେଲ‘ ଭଏସ୍ ସେଣ୍ଟର ପକ୍ଷରୁ ଏକ ଅଧ୍ୟୟନ କରାଯାଇଛି । ଏହି ଅଧ୍ୟୟନରେ ୩୦ହଜାର ପ୍ରକାର ସ୍ୱରର ଏକ ଡାଟାବେସ୍ ପ୍ରସ୍ତୁତ କରାଯାଇଛି । ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ବେସଡ୍ ଏହି ଟେକନିକ୍ର ଉପଯୋଗ ଅଲଝାଇମର ଠାରୁ ଆରମ୍ଭ କରି […]
କରୋନାରୁ ସୁସ୍ଥ ହେବା ପରେ ବଢୁଛି ବ୍ରେନ୍ ଷ୍ଟ୍ରୋକ, ହୃଦରୋଗ
Published On
By Samaya Live
ନୂଆଦିଲ୍ଲୀ: କରୋନା ସୁସ୍ଥ ହେବା ପରେ ମଧ୍ୟ ଟଳିନି ବିପଦଛ କରୋନାରୁ ସୁସ୍ଥ ହେବା ପରେ ବଢୁଛି ବ୍ରେନ ଷ୍ଟ୍ରୋକ ଓ ହୃଦ ରୋଗ ଆଶଙ୍କା । କମ ବୟସରେ ମଧ୍ୟ ହୃଦଘାତ ହେଉଛି । କରୋନାର ଦ୍ୱିତୀୟ ଲହର ପରେ ଏହି ସମସ୍ୟା ବଢିଯାଇଛି । ନାରାୟନ ହେଲଥ୍ର ଅଧ୍ୟକ୍ଷ ଦେବୀ ପ୍ରସାଦ ସେଠୀଙ୍କ ଅନୁଯାୟୀ, କରୋନା ଦ୍ୱିତୀୟ ଲହରରେ ବ୍ରେନ ଷ୍ଟ୍ରୋକ ଓ ହୃଦ ରୋଗ କେଶ ଅଧିକ ବଢିଛି । କରୋନା ଆକ୍ରାନ୍ତଙ୍କ […]
କ୍ଷତିକାରକ ଗରମ ଚା’
Published On
By Samaya Live
ସକାଳୁ ଗରମ ଚା’ ପିଇବା ପ୍ରାୟ ସମସ୍ତଙ୍କ ପ୍ରଥମ ପସନ୍ଦ । ବହୁତ ଲୋକ ଅଛନ୍ତି ଦିନକୁ ୪ରୁ ୫ ଥର ଚା’ ପିଅନ୍ତି । ଏପରିକି ସକାଳୁ ଚା’ ନପିଇଲେ ଦିନସାରା ସେମାନେ ଚିଡିଚିଡି ହୋଇଥାଆନ୍ତି । ହେଲେ ସକାଳୁ ଖାଲି ପେଟରେ ଗରମ ଚା’ ପିଇଲେ ଏହା ସ୍ୱାସ୍ଥ୍ୟପ୍ରତି କ୍ଷତିକାରକ ହୋଇଥାଏ । ଗରମ ଚା’ ପିଉଥିବା ଲୋକଙ୍କୁ କର୍କଟ ରୋଗ ହେବାର ସମ୍ଭାବନା ସର୍ବାଧିକ । ଏପରିକି ଗରମ ଚା’ ପିଇଲେ ଗଳା […]
ଆଖିରୁ ଜାଣିହେବ ହୃଦଘାତ୍ ଆଶଙ୍କା
Published On
By Samaya Live
ବିଭିନ୍ନ ସମୟରେ ହୃଦଘାତ୍ କାରଣରୁ ଜୀବନ ହାନି ହୋଇଥାଏ, ଯାହା ହଠାତ୍ ହେବା ଫଳରେ ଅନେକ ଦୁଃଖ ସହ ସମସ୍ୟା ସୃଷ୍ଟି କରାଇଥାଏ । ତେବେ ବର୍ତ୍ତମାନ ଆଖିରୁ ଜାଣିହେବ ଜଣେ ବ୍ୟକ୍ତିଙ୍କର ହୃତଘାତ ସମ୍ବନ୍ଧରେ । ଯଦି ଜଣେ ବ୍ୟକ୍ତିଙ୍କର ହୃତଘାତ୍ ହେବାର ସମ୍ଭାବନା ଅଧିକା ଥାଏ ତେବେ ଏ ସମ୍ପର୍କରେ ଆଖି ସ୍କାନ୍ରୁ ଜାଣିହେବ । ଏହି ଉପାୟ ଆଖିର ରେଟିନାରେ ଥିବା ଛୋଟଛୋଟ ରକ୍ତ କଣିକାକୁ ପରିବର୍ତ୍ତନ କରିଥାଏ, ଯାହା ବିଭିନ୍ନ ଭସକୁଲାର […]
ଜନସନ ଆଣ୍ଡ ଜନସନର ସିଙ୍ଗଲ ଡୋଜ ଟିକାକୁ ଦେଶ ଦେଲା ମଞ୍ଜୁରୀ
Published On
By Samaya Live
ଦିଲ୍ଲୀ: ଅଗଷ୍ଟ ୭: ଦେଶର ଟିକାକରଣ ଅଭିଯାନରେ ଏକ ବଡ଼ ଖବର ଆସିଛି । ଦେଶରେ ଜରୁରୀକାଳୀନ ବ୍ୟବହାର ପାଇଁ ଜନସନ ଆଣ୍ଡ ଜନସନ ସିଙ୍ଗଲ ଡୋଜ ଟିକାକୁ ମଞ୍ଜୁରୀ ମିଳିଛି । ଚଳିତ ମାସ ଅଗଷ୍ଟ ୫ରେ କମ୍ପାନୀ ଏହାର ସିଙ୍ଗଲ ଡୋଜ ଟିକା ପାଇଁ ଆବେଦନ କରିଥିଲା । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିୟା ଟୁଇଟ୍ କରିଛନ୍ତି । ଏହାର ଗୋଟିଏ ଡୋଜ ଏତେ ପ୍ରଭାବଶାଳୀ ଯେ, ଦ୍ୱିତୀୟ ଡୋଜ ନେବାକୁ ପଡ଼ିବ […]
ଭୁବନେଶ୍ୱରରେ ଡ଼େଙ୍ଗୁର ପ୍ରାଦୁର୍ଭାବୁ
Published On
By Samaya Live
ଭୁବନେଶ୍ୱର: ଜୁଲାଇ ୨୯: କରୋନା ମହାମାରୀ ପରେ ଡ଼େଙ୍ଗୁର ଆତଙ୍କ ଏବେ ଭୁବନେଶ୍ୱର ବ୍ୟତିବ୍ୟସ୍ତ କଲାଣି । ଗୋଟିଏ ଦିନରେ ୩୨ ଜଣ ନୂଆ ଡ଼େଙ୍ଗୁ ରୋଗୀ ଭୁବନଶ୍ୱରରେ ଚିହ୍ନଟ ହୋଇଛନ୍ତି । ବିଶେଷକରି ରାଜଧାନୀର ଶୈଳଶ୍ରୀ ବିହାର, ନିଳାଦ୍ରୀ ବିହାର ଓ ବଡ଼ଗଡ଼ ବ୍ରିଟ୍ କଲୋନୀ ଅଞ୍ଚଳରେ ଏହି ରୋଗ ବ୍ୟାପୁଛି । ଭୁବନେଶ୍ୱର ଉତ୍ତର ଜୋନ୍ରୁ ମୋଟ୍ ୮୬ ଜଣ ଡ଼େଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଡ଼େଙ୍ଗୁ ସମସ୍ୟାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର […]

