ଶଙ୍ଖ ରଖିଥାଏ ଆରୋଗ୍ୟ…

ସମୟ ଲାଇଭ୍‍,୧୫/୧୨: ପୂଜା ପାର୍ବଣରେ ବା ଶୁଭ ସମୟରେ ଶଙ୍ଖ ବଜାଇବା ହିନ୍ଦୁ ଧର୍ମର ପରମ୍ପରା। ତେବେ ଜାଣନ୍ତୁ ଶଙ୍ଖ ସହ ସ୍ୱାସ୍ଥ୍ୟର କ’ଣ ରହିଛି ସମ୍ପର୍କ….. ୧) ନିୟମିତ ଶଙ୍ଖ ବଜାଇବା ଦ୍ୱାରା ମୁହଁର ମାଂସପେଶୀ ପ୍ରସାରିତ ହୁଏ। ଏଣୁ ମୁହଁର ଚମଡ଼ା କମ୍‍ ବୟସରେ ମୋଡ଼ି ମୋଡ଼ି ହୁଏ ନାହିଁ। ୨) ଶଙ୍ଖରେ ରାତିରେ ପାଣି ଭର୍ତ୍ତି କରି ରଖନ୍ତୁ ସକାଳେ ଏହି ପାଣିରେ ଭଲଭାବେ ମୁହଁ ଧୋଇଦିଅନ୍ତୁ। ଏହା ଦ୍ୱାରା ଆପଣଙ୍କ ମୁହଁର […]

Samaya Live Picture
Published On

ସମୟ ଲାଇଭ୍‍,୧୫/୧୨: ପୂଜା ପାର୍ବଣରେ ବା ଶୁଭ ସମୟରେ ଶଙ୍ଖ ବଜାଇବା ହିନ୍ଦୁ ଧର୍ମର ପରମ୍ପରା। ତେବେ ଜାଣନ୍ତୁ ଶଙ୍ଖ ସହ ସ୍ୱାସ୍ଥ୍ୟର କ’ଣ ରହିଛି ସମ୍ପର୍କ…..

୧) ନିୟମିତ ଶଙ୍ଖ ବଜାଇବା ଦ୍ୱାରା ମୁହଁର ମାଂସପେଶୀ ପ୍ରସାରିତ ହୁଏ। ଏଣୁ ମୁହଁର ଚମଡ଼ା କମ୍‍ ବୟସରେ ମୋଡ଼ି ମୋଡ଼ି ହୁଏ ନାହିଁ।

୨) ଶଙ୍ଖରେ ରାତିରେ ପାଣି ଭର୍ତ୍ତି କରି ରଖନ୍ତୁ ସକାଳେ ଏହି ପାଣିରେ ଭଲଭାବେ ମୁହଁ ଧୋଇଦିଅନ୍ତୁ। ଏହା ଦ୍ୱାରା ଆପଣଙ୍କ ମୁହଁର ବ୍ରଣ, କଳାଦାଗ ଆଦି ଦୂରେଇଯାଇଥାଏ।

୪)ପ୍ରତିଦିନ ଶଙ୍ଖ ବଜାଇବା ଦ୍ୱାରା ବିିଷାଦ ଦୂରହେବା ସହ ମନ ଶାନ୍ତ ରହେ

୫) ଶଙ୍ଖ ବଜାଇବାଦ୍ୱାରା ଆଭ୍ୟନ୍ତରୀଣ ଅଙ୍ଗ ଶଙ୍କୁଚିତ ଓ ପ୍ରସାରିତ ହୋଇଥାଏା ଏହା ପେଟର ବାୟୁ ଜନିତ ସମସ୍ୟା ଦୂର କରିିବାରେ ସହାୟକ ହୋଇଥାଏ।

୬) ଶଙ୍ଖରେ କ୍ୟାଲସିୟମ, ଗନ୍ଧକ ଓ ଫସ୍‍ଫରସ୍‍ ରହୁଥିବାରୁ ଏଥିରେ ପାଣି ରଖି ପିଇବାଦ୍ୱାରା ଦୃଷ୍ଟି ଶକ୍ତି ବଢ଼ିଥାଏ ଏବଂ ଦାନ୍ତ ଓ ହାଡ଼ ଶକ୍ତ ହୋଇଥାଏ।
୭) ଶ୍ୱାସକ୍ରିୟା ଜନିତ ସମସ୍ୟା ଦୂର କରିବାରେ ମଧ୍ୟ ଶଙ୍ଖବାଦନ ଉପକାରୀ ଅଟେ

Tags: