ମଲଫିପଲ୍ ସ୍କେଲେରୋସିସ୍ ଇଚିଂ
ମଲଫିପଲ୍ ସ୍କେଲେରୋସିସ୍ର୍ ହେଉଛି ଏକ ପ୍ରକାର ସ୍ନାୟୁଗତ ରୋଗ । କେବଳ ସ୍ନାୟୁଗତ ନୁହେଁ ଏହା ଅଟୋଇମୁ୍ୟନ୍ ମଧ୍ୟ । ଯେଉଁ କଣ୍ଡିସନ୍ରେ ଆମର ରୋଗପ୍ରତିରୋଧକ ଶକ୍ତି ଆମ ଶରୀରକୁ ସୁରକ୍ଷା ଦେବା ବଦଳରେ ପାଲଟା ଆକ୍ରମଣ କରିଥାଏ । ଏହାର ବିଭିନ୍ନ ପ୍ରକାର ମଧ୍ୟରୁ ମଲଫିପଲ୍ ସ୍କେଲେରୋସିସ୍ ଇଚିଂ ବା ଏମ୍ଏସ୍ ଇଚିଂ ଏକ ପ୍ରକାର । ଏହି ରୋଗ ହେବା ଦ୍ୱାରା ଆମ ସ୍ନାୟୁରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖିବାକୁ ମିଳିଥାଏ । ଏହି […]
ମଲଫିପଲ୍ ସ୍କେଲେରୋସିସ୍ର୍ ହେଉଛି ଏକ ପ୍ରକାର ସ୍ନାୟୁଗତ ରୋଗ । କେବଳ ସ୍ନାୟୁଗତ ନୁହେଁ ଏହା ଅଟୋଇମୁ୍ୟନ୍ ମଧ୍ୟ । ଯେଉଁ କଣ୍ଡିସନ୍ରେ ଆମର ରୋଗପ୍ରତିରୋଧକ ଶକ୍ତି ଆମ ଶରୀରକୁ ସୁରକ୍ଷା ଦେବା ବଦଳରେ ପାଲଟା ଆକ୍ରମଣ କରିଥାଏ । ଏହାର ବିଭିନ୍ନ ପ୍ରକାର ମଧ୍ୟରୁ ମଲଫିପଲ୍ ସ୍କେଲେରୋସିସ୍ ଇଚିଂ ବା ଏମ୍ଏସ୍ ଇଚିଂ ଏକ ପ୍ରକାର । ଏହି ରୋଗ ହେବା ଦ୍ୱାରା ଆମ ସ୍ନାୟୁରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖିବାକୁ ମିଳିଥାଏ । ଏହି ସମସ୍ୟା ହେଲେ ଲକ୍ଷଣରେ ବିଭିନ୍ନ ସ୍ଥାନରେ ଛୁଞ୍ଚି ଫୋଡିବା ଭଳି ଅନୁଭବ ହୋଇଥାଏ । ଏହାସହିତ ବିଭିନ୍ନ ଅଙ୍ଗ ପୋଡାଜଳା,କୁଣ୍ଡାଇ ହେବା ଆଦି ଅନୁଭବ ହୋଇଥାଏ । ଏହି ରୋଗରେ ରୋଗୀର ହଠାତ୍ ଶରୀରର ବିଭିନ୍ନସ୍ଥାନ କୁଣ୍ଡାଇହେବା ସହିତ ପୋଡା ଜଳା ମଧ୍ୟ ହୋଇଥାଏ । ଯାହା ବେଶି କଷ୍ଟଦାୟକ ହୋଇଥାଏ । ଏହି ରୋଗ ଆଲର୍ଜି କାରଣରୁ ହେଉଥିବା କୁଣ୍ଡିଆ ଠାରୁ ଭିନ୍ନ ହୋଇଥାଏ, ତେଣୁ ଯଦି ଏଭଳି କିଛି ଲକ୍ଷଣ ଦେଖୁଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।




