ବୃକକ୍‌କୁ ରଖନ୍ତୁ ସୁସ୍ଥ

ଶରୀରରେ ରକ୍ତକୁ ବୃକକ୍‌ ଶୁଦ୍ଧ କରିଥାଏା ତେଣୁ ଶରୀର ଏକ ମୁଖ୍ୟ ଅଙ୍ଗ ଭାବେ ବୃକକ ଗଣାା ତେଣୁ ଅନ୍ୟଅଙ୍ଗ ଭଳି ଏହାର ଅଧିକ ଧ୍ୟାନ ରଖିବାର ଆବଶ୍ୟକତା ରହିଛି । ହେଲେ ବେଳେ ବେଳେ ଆମ ଦୈନନ୍ଦିନ ଜୀବନରେ କିଛି ଅସାବଧାନତା କାରଣରୁ ବୃକକ୍‌ରେ ବିଭିନ୍ନ ସମସ୍ୟା ଦେଖାଦେଇଥାଏା ତେଣୁ କିଛିଟା ଛୋଟ ଛୋଟ ଜିନିଷ ପ୍ରତି ଆମକୁ ଧ୍ୟାନ ଦେବାକୁ ହୋଇଥାଏ, ଯାହାଦ୍ୱାରା ଆମର ବୃକକ୍‌ ସୁସ୍ଥ ରହିପାରିବ । କମ୍‌ ପାଣି ପିଇବା […]

ବୃକକ୍‌କୁ ରଖନ୍ତୁ ସୁସ୍ଥ
Samaya Live Picture
Published On

ଶରୀରରେ ରକ୍ତକୁ ବୃକକ୍‌ ଶୁଦ୍ଧ କରିଥାଏା ତେଣୁ ଶରୀର ଏକ ମୁଖ୍ୟ ଅଙ୍ଗ ଭାବେ ବୃକକ ଗଣାା ତେଣୁ ଅନ୍ୟଅଙ୍ଗ ଭଳି ଏହାର ଅଧିକ ଧ୍ୟାନ ରଖିବାର ଆବଶ୍ୟକତା ରହିଛି । ହେଲେ ବେଳେ ବେଳେ ଆମ ଦୈନନ୍ଦିନ ଜୀବନରେ କିଛି ଅସାବଧାନତା କାରଣରୁ ବୃକକ୍‌ରେ ବିଭିନ୍ନ ସମସ୍ୟା ଦେଖାଦେଇଥାଏା ତେଣୁ କିଛିଟା ଛୋଟ ଛୋଟ ଜିନିଷ ପ୍ରତି ଆମକୁ ଧ୍ୟାନ ଦେବାକୁ ହୋଇଥାଏ, ଯାହାଦ୍ୱାରା ଆମର ବୃକକ୍‌ ସୁସ୍ଥ ରହିପାରିବ ।
କମ୍‌ ପାଣି ପିଇବା : ପାଣି ଆମ ଶରୀର ପାଇଁ ସବୁଠାରୁ ଦରକାରୀ ଜିନିଷା ଅଧିକ ପାଣି ପିଇବା ଦ୍ୱାରା ଆମ ଶରୀର ସଫା ହୋଇଥାଏା ଏହି ପାଣି ସାହାଯ୍ୟରେ ଶରୀରରେ ଥିବା ବିଷାକ୍ତ ପଦାର୍ଥ ପରିସ୍ରା ଆକାରରେ ଦେହରୁ ବାହାରି ଆସିଥାଏା ଯଦି କମ୍‌ ପାଣି ପିଇବା ତେବେ ଶରୀରରେ ସେହି ବିଷାକ୍ତ ପଦାର୍ଥ ଗୁଡିକ ଜମା ହୋଇ ରହିଥାଏା ଯାହା ଶରୀର ପାଇଁ କ୍ଷତିକାରକା
ଅଧିକ ଲୁଣ ଖାଇବା : ଅଧିକ ଲୁଣ ଖାଇବା ହେଉଛି କିଛି ଲୋକଙ୍କ ଅଭ୍ୟାସା ଲୁଣ ଆମ ଶରୀର ସୋଡିୟମର ପରିମାଣ ବଢାଇଥାଏା ଯାହା ଆମ ବୃକକ୍‌ ଉପରେ ଚାପ ପକାଇଥାଏା ସେଥିପାଇଁ କମ ଲୁଣ ଖାଆନ୍ତୁା
ଧୂମପାନ କରିବା : ଧୂମପାନ ମୁଖ୍ୟତ ଫୁସ୍‌ ଫୁସ ଉପରେ ପ୍ରଭାବ ପକାଇଥାଏା ଏହା କାରଣରୁ ଶରୀରରେ ଏଭଳି ରୋଗ ହୋଇଥାଏ ଯାହା ରକ୍ତ ପ୍ରବାହକୁ ଧୀର କରିଥାଏା ଫଳରେ ରକ୍ତ ବୃକକ୍‌ ପାଖରେ ପହଞ୍ଚିବା କଷ୍ଟ ହୋଇଥାଏା ଯାହା ଆମ ପାଇଁ ଭଲ ନୁହୋଁ

Tags: