ଖାଦ୍ୟର ରଖନ୍ତୁ ଧ୍ୟାନ

ଖାଦ୍ୟର ରଖନ୍ତୁ ଧ୍ୟାନ
Ipsita Picture
By: Ipsita
Published On

ଅନେକ ସମୟରେ ଆମ ଖାଇବାରେ ବିଭିନ୍ନ ପୋଷଣର ଅଭାବ ରହିଯାଇଥାଏ । ତେବେ ଅନେକ ସମୟରେ ଏହା ଆମ ଅଜାଣତରେ ହୋଇଥାଏ । ଆମେ ଅଜାଣତରେ ଅନେକ ଖାଦ୍ୟ ଆମ ପ୍ଲେଟରେ ରଖିନଥାଉ ଯାହାଫଳରେ ବିଭିନ୍ନ ପୋଷଣର ଅଭାବ ଦେଖିବାକୁ ମିଳିଥାଏ । ଆସନ୍ତୁ ଜାଣିବା କେଉଁ ପୋଷଣ ଅଭାବକୁ ଦୂର କରିବା ପାଇଁ କେଉଁ ଖାଦ୍ୟ ଖାଇବା । ତେବେ ଖାଦ୍ୟ ଖାଇବା ସହିତ ଡାକ୍ତରଙ୍କ ପରାମର୍ଶରେ ଔଷଧ ମଧ୍ୟ ଗ୍ରହଣ କରିବାକୁ ପଡିପାରେ , ତେଣୁ ପ୍ରଥମେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ତାପରେ ପଦକ୍ଷେପ ନିଅନ୍ତୁ ।

ଭିଟାମିନ ଡି
ସକାଳୁ ଖରାରେ ୧୦ରୁ ୨୦ ମିନିଟ ଠିଆ ହେବା ।
  1. ଖୀର
  2. ଦହି
  3. ଶସ୍ୟ
  4. ଅଣ୍ଡା କେଶର
  5. ସାଲମନ
  6. ସାର୍ଡିନେସ ମାଛ
ଭିଟାମିନ ବି ୧୨
  1. ଖୀର
  2. ଦହି
  3. ପନିର
  4. ଶସ୍ୟ
  5. ଅଣ୍ଡା
  6. ଚିକେନ
  7. ମାଛ
ଆଇରନ
  1. ପାଳଙ୍ଗ ଶାଗ
  2. ମେଥି ଶାଗ
  3. ଗୁଡ
  4. ରାଶି
  5. ଚଣା
  6. ରାଜମା
  7. କିସମିସ
  8. ଖଜୁରୀ
କ୍ୟାଲସିଅମ
  1. ଆଲମଣ୍ଡ
  2. ପନିର
  3. ଦହି
  4. ରାଶି
  5. ଟୋଫୁ
  6. ସୋୟା ମିଲ୍କ
 ଭିଟାମିନ ବି୯
  1. ପାଳଙ୍ଗ
  2. ବ୍ରୋକଲି
  3. ବିଟରୁଟ
  4. ରାଜମା
  5. ଛୋଲେ
  6. ଖଟା ଫଳ
ଜିଙ୍କ
  1. କଖାରୁ ମଞ୍ଜି
  2. ବାଦାମ
  3. କାଜୁ
  4. ଶସ୍ୟ