ପୁରୁଷ ଓ ମହିଳାଙ୍କ ଭିତରେ ଥାଏ ଭିନ୍ନତା

ପୁରୁଷ ଓ ମହିଳାଙ୍କ ଭିତରେ ଥାଏ ଭିନ୍ନତା
Ipsita Picture
By: Ipsita

 

Read More ଅଭାବ ରହିଥାଏ କେଉଁ ପୋଷଣ

ସଧାରଣତଃ ଗୋଟିଏ ପୁରୁଷ ଓ ମହିଳା ଭିତରେ ଶାରିରୀକ କ୍ଷେତ୍ରରେ ଅନେକ ଭିନ୍ନତା ରହିଥାଏ । ପୁରୁଷ ଶରୀର ଭିନ୍ନ ପୋଷଣ ଆବଶ୍ୟକ ହୋଇଥାଏ ଏବଂ ଜଣେ ମହିଳାର ମଧ୍ୟ ଭିନ୍ନ ପୋଷଣ ଦରକାର ହୋଇଥାଏ । ବିଭିନ୍ନ ସମୟରେ ହୋଇଥିବା ରିସର୍ଚ୍ଚ ଅନୁସାରେ ସାଧାରଣତଃ ମହିଳାମାନଙ୍କ ଖାଦ୍ୟରେ ଆୟୋଡିନର ଅଭାବଥାଏ ଏବଂ ପୁରୁଷଙ୍କ ଖାଦ୍ୟରେ ଜିଙ୍କ ଓ ମ୍ୟାଗ୍ନେସିଅମର ମାତ୍ରା ଅଧିକ ଥାଏ । ନିକଟରେ ବିଶ୍ବର ୧୮୫ଟି ଦେଶରେ ଏକ ସର୍ଭେ କରାଯାଇଥିଲା, ଯେଉଁଥିରେ ଅନେକ ତଥ୍ୟା ସାମନାକୁ ଆସିଥିଲା । ଏହି ତଥ୍ୟା ଅନୁସାରେ ବିଶ୍ବରେ ପାଖାପାଖି ୫ବିଲିଅନ ଲୋକ ଭଲ ପୋଷଣରେ ଭରପୂର ଖାଦ୍ୟ ଖାଉ ନାହାନ୍ତି । ଯେଉଁ କାରଣରୁ ମହିଳାଙ୍କ କ୍ଷେତ୍ରରେ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖିବାକୁ ମିଳିଥାଏ । ପୋଷଣ ଖାଦ୍ୟ ନଖାଇବା ଦ୍ବାରା ଆମ ଶରୀରରେ କିଛି ପ୍ରଭାବ ଦୀର୍ଘଦିନ ରହୁଥିବା ବେଳେ କିଛି ବହୁତ ସମୟଧରି ରହିଥାଏ । ଭିଟାମିିନ ବି ୧୨ ଓ ଆଇରନ ଅଭାବରେ ଆନେମିଆ ଭଳି ରୋଗ ହୋଇଥାଏ । ସେହିଭଳି ଭିଟାମିନ ଡି ଓ ଅନ୍ୟ ପୋଷଣ ଅଭାବରେ ଏନେକ ସ୍ବାସ୍ଥ୍ୟ ସମସ୍ୟା ହୋଇଥାଏ ।

Read More ଅପୌଷ୍ଟିକ ଆହାର

Tags: