ଆଜମା ରୋଗୀଙ୍କ ପାଇଁ କିଛି ଘରୋଇ ଉପଚାର

ସମୟ ଲାଇଭ୍‍,୭/୧୧:  ଶୀତ ଦିନ ଆସିବା ମାତ୍ରକେ ଆଜମା ରୋଗୀଙ୍କ ଅବସ୍ଥା ଅଧିକ ଖରାପ ହୋଇଯାଏ। ନିଶ୍ୱାସ ପ୍ରଶ୍ୱାସ ନେବା କଷ୍ଟ ଦାୟକ ହୋଇପଡ଼େ। ଅଳ୍ପ ଟିକିଏ ପରିଶ୍ରମ କରିଦେଲେ ରୋଗୀକୁ ଧଇଁସଇଁ ଲାଗିଥାଏ। ଦେହରେ ଟିକେ ଥଣ୍ଡା ଲାଗିଗଲେ ରୋଗର ପରିମାଣ ବଢ଼ିଯାଏ। ତେବେ ଆଜମା ରୋଗୀମାନେ ନିଜର ରୋଗକୁ ଆୟତ କରିବା ପାଇଁ ହେଲେ ନିଜର ଖାଦ୍ୟ ପେୟ ଉପରେ ଗୁରୁତ୍ୱ ଦେବା ଦରକାର। ତେବେ ଆସନ୍ତୁ ଜାଣିବା ଆଜମା ରୋଗୀଙ୍କ ପାଇଁ କିଛି […]

Samaya Live Picture
Published On

ସମୟ ଲାଇଭ୍‍,୭/୧୧:  ଶୀତ ଦିନ ଆସିବା ମାତ୍ରକେ ଆଜମା ରୋଗୀଙ୍କ ଅବସ୍ଥା ଅଧିକ ଖରାପ ହୋଇଯାଏ। ନିଶ୍ୱାସ ପ୍ରଶ୍ୱାସ ନେବା କଷ୍ଟ ଦାୟକ ହୋଇପଡ଼େ। ଅଳ୍ପ ଟିକିଏ ପରିଶ୍ରମ କରିଦେଲେ ରୋଗୀକୁ ଧଇଁସଇଁ ଲାଗିଥାଏ। ଦେହରେ ଟିକେ ଥଣ୍ଡା ଲାଗିଗଲେ ରୋଗର ପରିମାଣ ବଢ଼ିଯାଏ। ତେବେ ଆଜମା ରୋଗୀମାନେ ନିଜର ରୋଗକୁ ଆୟତ କରିବା ପାଇଁ ହେଲେ ନିଜର ଖାଦ୍ୟ ପେୟ ଉପରେ ଗୁରୁତ୍ୱ ଦେବା ଦରକାର। ତେବେ ଆସନ୍ତୁ ଜାଣିବା ଆଜମା ରୋଗୀଙ୍କ ପାଇଁ କିଛି ଘରୋଇ ଉପଚାର।

୧- ଏହି ରୋଗୀମାନେ ରସୁଣ ଏବଂ ତୁଳସୀ ପତ୍ର ସେବନ କରିବା ଦରକାର ଯାହାଦ୍ୱାରା ରୋଗର ପରିମାଣ କମିଥାଏ।

୨- ୫ପାଖୁଡା ରସୁଣ ଏବଂ କ୍ଷୀର ଅଳ୍ପ ପରିମାଣର ମିଶାଇ ଏହାକୁ ନଖ ଊସୁମ କରି ପିଅନ୍ତୁ।

୩- ମେଥି କୁ ପାଣିରେ ମିସାଇ ଭଲ ଭାବରେ ଫୁଟାଇ ଏହାକୁ ପିଇବା ଦ୍ୱାରା ଆଜମା ରୋଗରୁ ରକ୍ଷା ମିଳିଥାଏ।

୪- ସୋରିଷ ତେଲ ଗରମ କରି ଛାତିରେ ମାଲିସ କରନ୍ତୁ ଆରାମ ମିଳିବ।

୫ ତୁଳସୀ ଏବଂ ମହୁ କୁ ମିସାଇ ଏହାକୁ ଖାଇବା ଫଳରେ ମଧ୍ୟ ଆଜମାରୁ ରକ୍ଷା ମିଳିଥାଏ।

Tags: