ଯୋଗ ଦେଇଥାଏ ଶାନ୍ତି
ଆଜିକାଲିର ବ୍ୟସ୍ତ ବହୂଳ ଜୀବନରେ ମାନସିକ ଶାନ୍ତି ଏକ ପ୍ରକାର ଅମୂଲ୍ୟ ହୋଇଯାଇଛି । ମାନସିକ ଶାନ୍ତି ପାଇଁ ସମସ୍ତେ ଖୁବ ପରିଶ୍ରମ କରୁଛନ୍ତି । ତେବେ ସମସ୍ତଙ୍କ ତାଲିକାରେ ସବୁଠାରୁ ଆଗରେ ରହିଛି ଯୋଗ । ତେବେ ଯୋଗ କାହିଁ କେଉଁ କାଳରୁ ଜାବନ ସହିତ ମନରେ ଶାନ୍ତି ବଜାୟ ରଖିବାକୁ ବ୍ୟବହାର ହେଉଛି । ଏହା ଯେ କେବଳ ଶରୀରକୁ ସମୃଦ୍ଧ କରିଥାଏ ତାହା ନୁହେଁ ଏହା ଆମକୁ ଖୁବ ମାନସିକ ଶାନ୍ତି ମଧ୍ୟ […]
ଆଜିକାଲିର ବ୍ୟସ୍ତ ବହୂଳ ଜୀବନରେ ମାନସିକ ଶାନ୍ତି ଏକ ପ୍ରକାର ଅମୂଲ୍ୟ ହୋଇଯାଇଛି । ମାନସିକ ଶାନ୍ତି ପାଇଁ ସମସ୍ତେ ଖୁବ ପରିଶ୍ରମ କରୁଛନ୍ତି । ତେବେ ସମସ୍ତଙ୍କ ତାଲିକାରେ ସବୁଠାରୁ ଆଗରେ ରହିଛି ଯୋଗ । ତେବେ ଯୋଗ କାହିଁ କେଉଁ କାଳରୁ ଜାବନ ସହିତ ମନରେ ଶାନ୍ତି ବଜାୟ ରଖିବାକୁ ବ୍ୟବହାର ହେଉଛି । ଏହା ଯେ କେବଳ ଶରୀରକୁ ସମୃଦ୍ଧ କରିଥାଏ ତାହା ନୁହେଁ ଏହା ଆମକୁ ଖୁବ ମାନସିକ ଶାନ୍ତି ମଧ୍ୟ ପ୍ରଦାନ କରିଥାଏ । କିଛି ଯୋଗ ବା ଆସନ ପ୍ରାଣାୟମ ରହିଛି ଯାହାକୁ କରିବା ଫଳରେ ଆମେ ମାନସିକ ଶାନ୍ତି ପାଇଥାଉ । ଦିନର ଆରମ୍ଭ ଧ୍ୟାନରୁ କରନ୍ତୁ, ଯାହା ଆପଣଙ୍କୁ ଶାନ୍ତି ପ୍ରଦାନ କରିବା ସହିତ ଏକାଗ୍ରତା ବଢାଇଥାଏ । ଧ୍ୟାନ ଭଳି ଅନେକ ଯୋଗ ଓ ପ୍ରାଣାୟମ ରହିଛି ଯାହା ମାନସିକ ସ୍ୱାସ୍ଥ୍ୟା ପାଇଁ ଖୁବ ଉପକାରୀ ହୋଇଥାଏ । ତେଣୁ ପ୍ରତିଦିନ ନିଜ ଦୈନନ୍ଦିନ କାର୍ଯ୍ୟରେ ଯୋଗକୁ ସାମିଲ କରନ୍ତୁ ଖୁବ ଉପକାର ମିଳିବ ।




