ବର୍ଷାରେ ଆଖିର ଯତ୍ନ

ବର୍ଷାଦିନ ଆସିଲେ ଶରୀରର ଅଧିକ ଯତ୍ନ ନେବାକୁ ପଡିଥାଏ । ଏହି ଦିନେ ସଂକ୍ରମଣ ହେବାର ସମ୍ଭାବନା ଅଧିକ ଥାଏ ତେଣୁ ସ୍ୱାସ୍ଥ୍ୟର ଯନି ନନେଲେ ରୋଗରେ ପଡିବାର ଆଶଙ୍କା ଅଧିକ ଥାଏ । ତେବେ ଆସନ୍ତୁ ଜାଣିବା ବର୍ଷାଦିନେ ଆଖିର ଯନି କିପରି ନେବା । ବାରମ୍ବାର ଆଖିରେ ହାତ ମାରନ୍ତୁ ନାହିଁ ଏହି ସମୟରେ ଆମର ପରିବେଶ ଦୂଷିତ ହୋଇଥାଏ, ତେଣୁ ବାରମ୍ବାର ଅନ୍ୟ ସ୍ଥାନରେ ହାତ ମାରି ଆଖିରେ ମାରନ୍ତୁ ନାହିଁ । […]

Samaya Live Picture
Published On

ବର୍ଷାଦିନ ଆସିଲେ ଶରୀରର ଅଧିକ ଯତ୍ନ ନେବାକୁ ପଡିଥାଏ । ଏହି ଦିନେ ସଂକ୍ରମଣ ହେବାର ସମ୍ଭାବନା ଅଧିକ ଥାଏ ତେଣୁ ସ୍ୱାସ୍ଥ୍ୟର ଯନି ନନେଲେ ରୋଗରେ ପଡିବାର ଆଶଙ୍କା ଅଧିକ ଥାଏ । ତେବେ ଆସନ୍ତୁ ଜାଣିବା ବର୍ଷାଦିନେ ଆଖିର ଯନି କିପରି ନେବା ।
ବାରମ୍ବାର ଆଖିରେ ହାତ ମାରନ୍ତୁ ନାହିଁ
ଏହି ସମୟରେ ଆମର ପରିବେଶ ଦୂଷିତ ହୋଇଥାଏ, ତେଣୁ ବାରମ୍ବାର ଅନ୍ୟ ସ୍ଥାନରେ ହାତ ମାରି ଆଖିରେ ମାରନ୍ତୁ ନାହିଁ । ଏଭଳି କରିବା ଦ୍ୱାରା ଆଖିରେ ବିଭିନ୍ନ ବ୍ୟାକେଫରିଆଲ ସଂକ୍ରମଣ ହେବାର ଆଶଙ୍କା ବଢିଥାଏ ।
ଚଷମାକୁ ସଫା ରଖନ୍ତୁ
ଯଦି ଆପଣ ଚଷମା ପିନ୍ଧୁଛନ୍ତି ତେବେ ଏହାକୁ ସଫା କରନ୍ତୁ । ଚଷମା ସଫା କରିବା ପାଇଁ ଏହି ସମୟରେ ଅଲଗା କପଡା ବ୍ୟବହାର କରନ୍ତୁ । ସେହିଭଳି ଯଦି ଆପଣ କଣ୍ଟାକଫଲେନ୍ସ ବ୍ୟବହାର କରୁଛନ୍ତି, ତେବେ ସତର୍କ ରୁହନ୍ତୁ ଯେପରି ଏହା କୌଣସି ବାହାର ସାମଗ୍ରୀ ସମ୍ପର୍କରେ ନଆସେ ।
ମେକଅପରୁ ଦୂରରେ ରୁହନ୍ତୁ
ବର୍ଷାଦିନେ ଯେତେ ପାରୁଛନ୍ତୁ ଆଇ ମେକଅପ୍‌ରୁ ଦୂରରେ ରୁହନ୍ତୁ । ଏହି ସମୟରେ ଆଖିରେ ମେକଅପ ଲଗାଇଲେ ବର୍ଷାରେ ଓଦା ହେବା ଫଳରେ ଏହା ଆଖିରେ ପଶିବାର ସମ୍ଭାବନା ଥାଏ । ଯାହା ଆଖିରେ ସଂକ୍ରମଣ କରାଇଥାଏ ।

Tags: