ଦୈନିକ ଚାଲିବା ବଢାଇଥାଏ ଆୟୁଷ

ଦୈନିକ ୧୦ ହଜାର ଷ୍ଟେପ ଚାଲିବା ଆମ ଶରୀରପାଇଁ ଖୁବ ଲାଭ ଦାୟକ । ଏହି କାରଣରୁ ଆମ ଆୟୁଷ ବଢିବ ବୋଲି ଏକ ରିପୋର୍ଟରେ ଜଣା ପଡିଛି । ତେବେ ସମସ୍ତଙ୍କ ପାଇଁ ୧୦ ହଜାର ଷ୍ଟେପ ଆବଶ୍ୟକ ନାହିଁ ହେଲେ ଚାଲିବା ଆମ ପାଇଁ ଦରକାରୀ ବୋଲି ଏଥିରେ ଉଲ୍ଲେଖ କରାଯାଇଛି । ସେହିଭଳି ଦୈନିକ ୫ହଜାର ଷ୍ଟେପ ଚାଲିବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭ ଦାୟକ ହୋଇଥାଏ ବୋଲି ଏଥିରେ କୁହାଯାଇଛି […]

ଦୈନିକ ଚାଲିବା ବଢାଇଥାଏ ଆୟୁଷ
Samaya Live Picture
Published On

ଦୈନିକ ୧୦ ହଜାର ଷ୍ଟେପ ଚାଲିବା ଆମ ଶରୀରପାଇଁ ଖୁବ ଲାଭ ଦାୟକ । ଏହି କାରଣରୁ ଆମ ଆୟୁଷ ବଢିବ ବୋଲି ଏକ ରିପୋର୍ଟରେ ଜଣା ପଡିଛି । ତେବେ ସମସ୍ତଙ୍କ ପାଇଁ ୧୦ ହଜାର ଷ୍ଟେପ ଆବଶ୍ୟକ ନାହିଁ ହେଲେ ଚାଲିବା ଆମ ପାଇଁ ଦରକାରୀ ବୋଲି ଏଥିରେ ଉଲ୍ଲେଖ କରାଯାଇଛି । ସେହିଭଳି ଦୈନିକ ୫ହଜାର ଷ୍ଟେପ ଚାଲିବା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭ ଦାୟକ ହୋଇଥାଏ ବୋଲି ଏଥିରେ କୁହାଯାଇଛି । ଏହି ପ୍ରକ୍ରିୟା ଆମର ଆୟୁଷକୁ ବଢାଇଥାଏ ଅର୍ଥାତ ଆମର ଶୀଘ୍ର ମୃତ୍ୟୁହାରକୁ ପାଖାପାଖି ୪୭ ପ୍ରତିଶତ କମାଇଥାଏ । ସେହିଭଳି ଆହୁରି ଅନେକ ସ୍ୱାସ୍ଥ୍ୟ ସମସ୍ୟା ପାଇଁ ମଧ୍ୟ ଏହା ଉପକାରୀ ହୋଇଥାଏ । ବିଭିନ୍ନ ରୋଗ ହେବାର ଆଶଙ୍କା ପ୍ରତିଶତକୁ ଏହା କମାଇଥାଏ । ତେଣୁ ଜଣେ ସୁସ୍ଥ ବ୍ୟକ୍ତିଙ୍କ ପାଇଁ ଦୈନିକ ୧୦ ହଜାର ଷ୍ଟେପ ଚାଲିବା ଲାଭଦାୟକ ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି ।

Tags: