Health Ministry
ସ୍ୱାସ୍ଥ  ଦେଶ- ବିଦେଶ 

ମୁମ୍ବାଇରେ ୧୪୪ ଧାରା ଲାଗୁ

ମୁମ୍ବାଇରେ ୧୪୪ ଧାରା ଲାଗୁ ମୁମ୍ବାଇ: ଡିସେମ୍ବର ୧୧: ଦେଶର ୫ଟି ର।ଜ୍ୟରେ ଚିହ୍ନଟ ହୋଇଛି ଭାରିଆଣ୍ଟ ଓମିକ୍ରନ୍‌। ବର୍ତ୍ତମାନ ପର୍ଯ୍ୟନ୍ତ ସଂକ୍ରମଣରେ ୩୨ ଜଣ ଶିକ।ର ହେ।ଇଛନ୍ତି। ଏଥିରୁ ଜଣେ ସ।ଢ଼େ ୩ ବର୍ଷର ଶିଶୁ ସହ ୧୭ ଜଣ ହେଉଛନ୍ତି ମହ।ର।ଷ୍ଟ୍ର ନିବ।ସୀ। ମୁମ୍ବ।ଇରେ ହଠାତ ଓମିକ୍ରନ୍ ଚିହ୍ନଟ ହେବ। ପରେ ଡିସେମ୍ବର ୧୧ ଓ ୧୨ ପ।ଇଁ ଲାଗୁ ହୋଇଛି ୧୪୪ ଧ।ର। । ର।ଜସ୍ଥ।ନରେ ୯, ଗୁଜର।ଟରେ ୩, କର୍ଣ୍ଣ।ଟକରେ ୨ ଓ ଦିଲ୍ଲୀରେ ଜଣେ ଓମିକ୍ରନ୍ […]
Read More...
ଓଡ଼ିଶା 

ବଦଳିଲା ଡିସଚାର୍ଜ ପଲିସି; ସ୍ୱାସ୍ଥ୍ୟ ମନ୍ତ୍ରାଳୟ କଲା ତିନି ପର୍ଯ୍ୟାୟ ଗାଇଡ୍‌ଲାଇନ

ବଦଳିଲା ଡିସଚାର୍ଜ ପଲିସି; ସ୍ୱାସ୍ଥ୍ୟ ମନ୍ତ୍ରାଳୟ କଲା ତିନି ପର୍ଯ୍ୟାୟ ଗାଇଡ୍‌ଲାଇନ Edited by Papu Mohanty ଭୁବନେଶ୍ୱର(ସବୁ୍ୟ): 09/05/:କରୋନା ଆକ୍ରାନ୍ତଙ୍କ ପାଇଁ ବଦଳିଲା ଡିସ୍‌ଚାର୍ଜ ପଲିସି । ଏଣିକି ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କୁ ୧୦ ଦିନର ଚିକିତ୍ସା ପରେ ହସ୍ପିଟାଲରୁ ଡିସଚାର୍ଜ କରାଯାଇପାରିବ । ଏପରିକି ସାମାନ୍ୟ ଲକ୍ଷଣ କିମ୍ବା ମଧ୍ୟମ ଧରଣର ଲକ୍ଷଣ ଥିବା ରୋଗୀଙ୍କୁ ଡିସଚାର୍ଜ କରିବା ପୂର୍ବରୁ ନମୁନା ରିପୋର୍ଟ ନେଗେଟିଭ୍‌ ଆସିବା ଆବଶ୍ୟକ ନାହିଁ ବୋଲି କୁହାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ନୂଆ ଗାଇଡଲାଇନ୍‌ ଜାରି କରାଯାଇଛି […]
Read More...

Advertisement