Health director Bijay Mohapatra
ଓଡ଼ିଶା 

ପିଲାମାନଙ୍କ କରୋନା ସଂକ୍ରମଣ ନେଇ ରାଜ୍ୟବାସୀ ଭୟଭୀତ ହୁଅନ୍ତୁ ନାହିଁ

ପିଲାମାନଙ୍କ କରୋନା ସଂକ୍ରମଣ ନେଇ ରାଜ୍ୟବାସୀ ଭୟଭୀତ ହୁଅନ୍ତୁ ନାହିଁ ଭୁନେଶ୍ୱର: ଅଗଷ୍ଟ ୧୯: ରାଜ୍ୟରେ ବର୍ତ୍ତମାନ ୧୮ ବର୍ଷ ବୟସରୁ କମ୍‌ ପିଲାମାନେ କରୋନା ସଂକ୍ରମିତ ହେଉଛି । ଏନେଇ ରାଜ୍ୟବାସୀ ଭୟଭୀତ ହୁଅନ୍ତୁ ନାହିଁ ବୋଲି ଡିଏମ୍‌ଇଟି (ଡାଇରୋକେଫାରେଟ୍‌ ଅଫ୍‌ ମେଡିକାଲ ଏଜୁକେସନ ଆଣ୍ଡ ଟ୍ରେନିଂ)ର ମୁଖ୍ୟ ସିବିକେ ମହାନ୍ତି କହିଛନ୍ତି । ରାଜ୍ୟରେ କରୋନା ସଂକ୍ରମିତ ପିଲାମାନଙ୍କ ଚିକିସିା ପାଇଁ ପର୍ଯ୍ୟାପ୍ତ ପରିମାଣରେ ବେଡ୍‌ ରହିବା ସହିତ ଆବଶ୍ୟକୀୟ ସାମଗ୍ରୀ ଓ ଆଇସିୟୁ ବୃଦ୍ଧି କରାଯାଇଛି । ଏହାସହ ସେ ଆହୁରୀ ମଧ୍ୟ କହିଛନ୍ତି […]
Read More...

Advertisement