Health and Family Welfare Director Bijay Panigrahi
ଓଡ଼ିଶା 

ରାଜ୍ୟରେ ୧୩ ଲକ୍ଷ ଡୋଜ ମହଜୁଦ ରହିଛି : ପରିବାର କଲ୍ୟାଣ ନିର୍ଦ୍ଦେଶକ

ରାଜ୍ୟରେ ୧୩ ଲକ୍ଷ ଡୋଜ ମହଜୁଦ ରହିଛି : ପରିବାର କଲ୍ୟାଣ ନିର୍ଦ୍ଦେଶକ ଭୁବନେଶ୍ୱର: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଟିକାକରଣ । ୧୮ରୁ ୫୯ ବର୍ଷ ବୟସ୍କଙ୍କୁ ମାଗଣାରେ ଦିଆଯିବ କରୋନା ଡୋଜ । ଏନେଇ ପରିବାର କଲ୍ୟାଣ ନିଦ୍ଦେର୍ଶକ ତଥା ଷ୍ଟେଟ ନୋଡାଲ ହେଡ୍‌ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି ଯେ, ରାଜ୍ୟରେ ଆଜି ୨୩୨୦ କେନ୍ଦ୍ରରେ ଟିକାକରଣ ଆରମ୍ଭ ହୋଇଛି । କେବଳ ରାଜଧାନୀ ଭୁବନେଶ୍ୱରରେ ୧୯ଟି କେନ୍ଦ୍ରରେ ଟିକାକରଣ ଆରମ୍ଭ ହୋଇଛି । ଏହା କ୍ରମାଗତ ଭାବେ ୭୫ ଦିନ ଚାଲିବ । ୨ କୋଟି […]
Read More...
ଓଡ଼ିଶା 

୯୯% ଲୋକ ନେଇ ନାହାନ୍ତି ବୁଷ୍ଟର୍‌ ଡୋଜ୍‌: ପରିବାର କଲ୍ୟାଣ ନିର୍ଦ୍ଦେଶକ

୯୯% ଲୋକ ନେଇ ନାହାନ୍ତି ବୁଷ୍ଟର୍‌ ଡୋଜ୍‌: ପରିବାର କଲ୍ୟାଣ ନିର୍ଦ୍ଦେଶକ ଭୁବନେଶ୍ୱର: ଜୁଲାଇ ୧୪: ଆସନ୍ତାକାଲିଠାରୁ ୧୮ରୁ ୫୯ ବର୍ଗର ଲୋକଙ୍କୁ ମାଗଣା ଟିକାକରଣ ଆରମ୍ଭ ହେଉଛି । ୯୮% ୧୨ରୁ ୧୪ ବର୍ଷର ପିଲାଙ୍କର ପ୍ରଥମ ଡୋଜ, ୭୨% ଦ୍ୱିତୀୟ ଡୋଜ ଦିଆଯାଇଛି । ଠିକ୍‌ ସେହିପରି ୯୨% ୧୫ରୁ ୧୭ ବର୍ଷ ପିଲାଙ୍କୁ ପ୍ରଥମ ଡୋଜ ଏବଂ ୮୨%ଙ୍କର ଦ୍ୱିତୀୟ ଡୋଜ ଟିକାକରଣ କରାଯାଇଛି । ୧୮ରୁ ଅଧିକ ବୟସ ବର୍ଗର ଲୋକଙ୍କର ୯୬% ପ୍ରଥମ ଡୋଜ ଏବଂ ୯୦%ଙ୍କର ଦ୍ୱିତୀୟ ଡୋଜ ଟିକାକରଣ ସରିଛି […]
Read More...

Advertisement