hate speech at a Hindu Mahasabha
ଦେଶ- ବିଦେଶ 

‘ହିନ୍ଦୁ ମହାପଞ୍ଚାୟତ’ରେ ବିଦେ୍ୱଷପୂର୍ଣ୍ଣ ଭାଷଣ ଦେବା ଅଭିଯୋଗରେ ଯତୀ ନରସିଂହାନନ୍ଦଙ୍କ ନାମରେ ଏତଲା

‘ହିନ୍ଦୁ ମହାପଞ୍ଚାୟତ’ରେ ବିଦେ୍ୱଷପୂର୍ଣ୍ଣ ଭାଷଣ ଦେବା ଅଭିଯୋଗରେ ଯତୀ ନରସିଂହାନନ୍ଦଙ୍କ ନାମରେ ଏତଲା ଦିଲ୍ଲୀ: ଏପ୍ରିଲ ୦୪: ପୁଣି ଥରେ ବିଦେ୍ୱଷପୂର୍ଣ୍ଣ ଭାଷଣ ଦେଇ ଧାର୍ମିକ ନେତା ତଥା ।ସନା ଦେବୀ ମନ୍ଦିରର ପୂଜକ ଯତୀ ନରସିଂହାନନ୍ଦ ଅଡ଼ୁଆରେ ଫସିଯାଇଛନ୍ତି । ସେ ଦିଲ୍ଲୀରେ ଗତକାଲି ଆୟୋଜିତ ‘ହିନ୍ଦୁ ମହାପଞ୍ଚାୟତ’ରେ ବିଦେ୍ୱଷପୂର୍ଣ୍ଣ ଭାଷଣ ଦେଇଥିଲେ । ଏଥିପାଇଁ ତାଙ୍କ ନାମରେ ଥାନାରେ ଏତଲା ଦିଆଯାଇଛି । ପୂର୍ବରୁ ହରିଦ୍ୱାରରେ ବିଦେ୍ୱଷପୂର୍ଣ୍ଣ ଭାଷଣ ଦେଇଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା ଓ ପରେ ସେ ଜାମିନରେ ଆସିଥିଲେ । ସୂଚନା ଅନୁସାରେ, ମୁଖାର୍ଜୀ […]
Read More...

Advertisement