hariana and maharashtra's 16 seat
ରାଜନୀତି  ଦେଶ- ବିଦେଶ 

ରାଜ୍ୟସଭା ନିର୍ବାଚନ ପାଇଁ ମତଦାନ ଆଜି

ରାଜ୍ୟସଭା ନିର୍ବାଚନ ପାଇଁ ମତଦାନ ଆଜି ନୂଆଦିଲ୍ଲୀ: ଜୁନ ୧୦: ରାଜସ୍ଥାନ, ମହାରାଷ୍ଟ୍ର, ହରିୟାଣା ଏବଂ କର୍ଣ୍ଣାଟକ ରାଜ୍ୟର ୧୬ଟି ରାଜ୍ୟସଭା ଆସନ ପାଇଁ ଆଜି ଭୋଟ୍‌ ଗ୍ରହଣ ଚାଲିଛି । ସକାଳ ୯ଟାରୁ ଆରମ୍ଭ ହୋଇଥିବା ପ୍ରକ୍ରିୟା ଅପରାହ@ ୪ ପର୍ଯ୍ୟନ୍ତ ଚାଲିବ । ରିସର୍ଟରେ ରହଣି ପରେ ହରିୟାଣାର କଂଗ୍ରେସ ବିଧାୟକମାନେ ଦିଲ୍ଲୀରୁ ଚଣ୍ଡୀଗଡ଼ ଆସୁଛନ୍ତି । ସେହିପରି, ଉଦୟପୁର ରିସର୍ଟରୁ ଆସି ଗତ ସନ୍ଧ୍ୟାରୁ ଜୟପୁର ତହସିଲର ହୋଟେଲ୍‌ ଲୀଳାରେ ରହିଛନ୍ତି । ସୁରକ୍ଷା ପାଇଁ ଡିଭିଜ୍ନାଲ୍‌ କମିସନର୍‌ ଜୟପୁର […]
Read More...

Advertisement