Hansal Mehta
ମନୋରଞ୍ଜନ 

୧୭ ବର୍ଷର ଲିଭଇନ୍‌ ପରେ ଏବେ କଲେ ବିବାହ

୧୭ ବର୍ଷର ଲିଭଇନ୍‌ ପରେ ଏବେ କଲେ ବିବାହ ମୁମ୍ବାଇ: ମଇ ୨୫: ବଲିଉଡର ପପୁଲାର ଫିଲ୍ମ ର୍ନିମାତା ହନସଲ ମେହେତା ଏବଂ ସଫିନା ହୁସେନ୍‌ ସେମାନଙ୍କ ସମ୍ପର୍କକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଦୀର୍ଘ ୧୭ବର୍ଷର ଧରି ଲିଭ୍‌ ଇନରେ ରହିବା ପରେ ଦୁହେଁ ଏବେ ବିବାହ କରିଛନ୍ତି । ସୋସିଆଲ ମିଡିଆରେ ହନସଲ ମେହେତା ଫଟୋ ସେୟାର କରି ଏହି ଖୁସି ଖବର ଦେଇଛନ୍ତି । ମିଡିଆ ରିପୋର୍ଟ ଅନୁଯାୟୀ ହସନଲ୍‌-ସଫିନା ଉଭୟ ଗତ ୧୭ ବର୍ଷ ଧରି ଏକାଠି ରହୁଥିଲେ । […]
Read More...
ମନୋରଞ୍ଜନ 

ଅଭିନେତା ୟୁସୁଫଙ୍କ ପରଲୋକ

ଅଭିନେତା ୟୁସୁଫଙ୍କ ପରଲୋକ ମୁମ୍ବାଇ: ଅକ୍‌ଟୋବର ୩୦:ଚଳଚିତ୍ର ଓ ଟେଲିଭିଜନ ଧାରାବାହିକର ଲୋକପ୍ରିୟ ଅଭିନେତା ୟୁସୁଫ ହୁସେନ୍‌ଙ୍କର ଆଜି ପରଲୋକ ହୋଇଛି । କରୋନା ସଂକ୍ରମଣରେ ଶିକାର ହେବା ପରେ ୟୁସୁଫ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଚିିକିତ୍ସା କରାଯାଉଥିଲା । ସେଠାରେ ଆଜି ତାଙ୍କର ମୃତ୍ୟୁ ହୋଇଛି । ମୃତୁ୍ୟ ବେଳଙ୍କୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା । ଏନେଇ ୟୁସୁଫଙ୍କ ଜ୍ୱାଇଁ ଫିଲ୍ମ ପ୍ରଯୋଜକ ହଂସଲ ମେହେଟ୍ଟା ଜାତୀୟ ଗଣମାଧ୍ୟମକୁ ଖବର ଦେଇଥିଲେ । ୟୁସୁଫ୍‌ ଜଣେ ହିନ୍ଦୀ […]
Read More...

Advertisement