Gurdwara
ବିଶ୍ବ 

ବେଲୁଚିସ୍ତାନ ରେ ଥିବା ଗୋଟିଏ ଗୁରଦ୍ୱାରା କୁ ଦୁଇ ଶହ ବର୍ଷ ପରେ ପାଇଲେ ସେଠାକାର ଶିଖ ସମ୍ପ୍ରଦାୟ

ବେଲୁଚିସ୍ତାନ ରେ ଥିବା ଗୋଟିଏ ଗୁରଦ୍ୱାରା କୁ ଦୁଇ ଶହ ବର୍ଷ ପରେ ପାଇଲେ ସେଠାକାର ଶିଖ ସମ୍ପ୍ରଦାୟ କୁଏଟI : ଜୁଲାଇ ୨୫: ପାକିସ୍ତାନ ର ବେଲୁଚିସ୍ତାନ ସରକାର ସେଠାରେ ଥିବା ୨୦୦ ବର୍ଷ ପୁରୁଣା ଏକ ଗୁରୁଦ୍ୱାରା କୁ ସେଠାକାର ଶିଖ ସମ୍ପ୍ରଦାୟ ହାତରେ ହସ୍ତାନ୍ତର କରିଛନ୍ତି I ପ୍ରାୟ ୭୩ ବର୍ଷ ପରେ ସେଠାକାର ଶିଖ ମାନେ ସେମାନଙ୍କର ଗୁରୁଦ୍ୱାରା କୁ ପାଇପାରିଛନ୍ତି I Dawn ରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ଶିରି ଗୁରୁ ସିଂ ଗୁରଦ୍ୱାରା ସହରର ମଧ୍ୟ ଭାଗରେ ଥିବା ମସଜିଦ ରୋଡ ରେ ଅବସ୍ଥିତ ଏବଂ ଏଠାରେ […]
Read More...

Advertisement