Gunupur of Odisha’s Rayagada district
ଓଡ଼ିଶା 

ପଦ୍ମଶ୍ରୀ ସମ୍ମାନୀତ ଶାନ୍ତି ଦେବୀଙ୍କ ପରଲୋକ

ପଦ୍ମଶ୍ରୀ ସମ୍ମାନୀତ ଶାନ୍ତି ଦେବୀଙ୍କ ପରଲୋକ ଗୁଣୁପୁର: ଜାନୁଆରୀ ୧୭: ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ ଶାନ୍ତି ଦେବୀଙ୍କର ୮୮ ବର୍ଷ ବୟସରେ ପରଲୋକ ଘଟିଛି । ଗତକାଲି ବିଳମ୍ବିତ ରାତିରେ ହଠାତ୍‌ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା ଏବଂ ସେ ଚେତାଶୂନ୍ୟ ହୋଇପଡିଥିଲେ । ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ରାୟଗଡ଼ା ଜିଲ୍ଲା ଗୁଣୁପୁର ସ୍ଥିତ ବାସଭବନରେ ବିଳମ୍ବିତ ରାତିରେ ଶାନ୍ତି ଦେବୀଙ୍କର ପରଲୋକ ହୋଇଥିବାର ସୂଚନା ମିଳିଛି । ଆଦିବାସୀ ସମାଜର ମଙ୍ଗଳ, ସାମାଜିକ କାର୍ଯ୍ୟକ୍ରମ ଏବଂ ଭୂଦାନ […]
Read More...

Advertisement