Gunduruchua Panchayat
ଜିଲ୍ଲା 

ଘରୁ ତଡ଼ିଦେଲା ପୁଅ, ଝାଟିମାଟି ଘରେ ବୃଦ୍ଧା ଦମ୍ପତିଙ୍କ ବିତୁଛି ଜୀବନ

ଘରୁ ତଡ଼ିଦେଲା ପୁଅ, ଝାଟିମାଟି ଘରେ ବୃଦ୍ଧା ଦମ୍ପତିଙ୍କ ବିତୁଛି ଜୀବନ ଜମନକିରା : ଭାରତ ସଂସ୍କୃତି ପରମ୍ପରା ବହୁଳ ଦେଶ । ଏଠି ପିତାମାତାଙ୍କୁ ଭଗବାନଙ୍କ ଦରଜା ଦେଇ ପୂଜାର୍ଚ୍ଚନା କରାଯାଇଥାଏ । ଉଦାହରଣ ସ୍ୱରୁପ ଶ୍ରବଣ କୁମାର ଯିଏ କି, ନିଜ ଅନ୍ଧ ବୃଦ୍ଧ ପିତା ମାତାଙ୍କୁ ନିଜ କାନ୍ଧରେ ବୋହି ସଂସାର ଭ୍ରମଣ ପାଇଁ ବାହରି ପଡ଼ିଥିଲେ ଏବଂ ପର୍ଶୁରାମ ଯିଏ କି ନିଜ ପିତାଙ୍କ ଆଜ୍ଞାକୁ ଅବଜ୍ଞା କରୁନଥିଲେ । କି;ୁ ଯୁଗ ବଦଳିବା ସହ ଏବେ ସମସ୍ତ ସଂସ୍କୃତି ଓ ପରମ୍ପରା ବଦଳିବାରେ […]
Read More...

Advertisement