grey check for government
ବିଶ୍ବ  ବାଣିଜ୍ୟ 

ଟ୍ୱିଟର ଆଣିବ ଗୋଲ୍‌ଡ , ଗ୍ରେ ଓ ବ୍ଲୁ ଟିକ୍‌

ଟ୍ୱିଟର ଆଣିବ ଗୋଲ୍‌ଡ , ଗ୍ରେ ଓ ବ୍ଲୁ ଟିକ୍‌ ନୁ୍ୟୟର୍କ: ପୁଣିଥରେ ନୂଆ ଭେରିଫିକେସନ ବ୍ୟବସ୍ଥା ଲଞ୍ଚ କରିବ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର । ଶୁକ୍ରବାର ଟ୍ୱିଟର ପକ୍ଷରୁ ଏହି ବ୍ୟବସ୍ଥାର ଶୁଭାରମ୍ଭ କରାଯିବ । ଟ୍ୱ୍ୱିଟରର ମାଲିକ ଏଲନ ମସ୍କ ନିଜେ ଏକଥା ଘୋଷଣା କରିଛନ୍ତି । ପୂର୍ବରୁ ସେ ଲଞ୍ଚ ଡେଟ ନଭେମ୍ବର ୨୯ ରହିବ ବୋଲି କହିଥିଲେ । କି;ୁ ପରବର୍ତ୍ତୀ ଅବସ୍ଥାରେ ତାରିଖକୁ ବଦଳାଇ ଦେଇଛନ୍ତି । ଏହାବାଦ ମସ୍କ ଭେରିଫିକେସନ ବ୍ୟବସ୍ଥା ସମ୍ପର୍କରେ କିଛି ତଥ୍ୟ ଦେଇଛନ୍ତି । […]
Read More...

Advertisement