green Mango panna recipe
ଜୀବନଚର୍ଯ୍ୟା 

ଖରାଦିନରେ ପିଅନ୍ତୁ ଖଟାମିଠା ଆମ୍ବ ପଣା

ଖରାଦିନରେ ପିଅନ୍ତୁ ଖଟାମିଠା ଆମ୍ବ ପଣା ଖରା ଦିନରେ ଆମ ଶରୀରରେ ଜଳୀୟ ଅଂଶ କମିଯାଇଥାଏ । ଫଳରେ ବିଭିନ୍ନ ପ୍ରକାର ଶାରୀରିକ ସମସ୍ୟା ଦିଶେ । ଏଥିରୁ ରକ୍ଷା ପାଇବା ପାଇଁ ଆମେ ବିଭିନ୍ନ ପଣା କିମ୍ବା ଜୁସ୍‌ କରି ପିଇଥାଉ । ତେବେ ଏହି ଦିନରେ କଞ୍ଚା ଆମ୍ବ ସବୁଆଡ଼େ ମିଳିଥାଏ । ତେବେ ଆସନ୍ତୁ ଜାଣିବା କଞ୍ଚା ଆମ୍ବକୁ ନେଇ ଆଜିର ସ୍ୱାଦିଷ୍ଟ ବ୍ୟଞ୍ଜନ । ସାମଗ୍ରୀ- ୫୦୦ ଗ୍ରାମ କଞ୍ଚା ଆମ୍ବ, ଅଧାକପ୍‌ ଚିନି, ସ୍ୱାଦ ଅନୁସାରେ ଲୁଣ, […]
Read More...

Advertisement