green cracker
ଓଡ଼ିଶା 

ଦୁଇ ଘଣ୍ଟା ବାଣ ଫୁଟାଇବାକୁ ଅନୁମତି ଦେଲା ହାଇକୋର୍ଟ

ଦୁଇ ଘଣ୍ଟା ବାଣ ଫୁଟାଇବାକୁ ଅନୁମତି ଦେଲା ହାଇକୋର୍ଟ ଭୁବନେଶ୍ୱର: ନଭେମ୍ବର ୦୧: ଦୀପାବଳିରେ ଫୁଟିବ କେବଳ ଗ୍ରୀନ କ୍ରାକର । ଅର୍ଥାତ୍‌ ଯେଉଁ ବାଣରେ ପରିବେଶରେ ପ୍ରତି ହାନିକାରକ ହୋଇନଥିବ । ଏହାର ଧୂଆଁରେ କୌଣସି ପ୍ରକାରର ରାସାୟନିକ ପଦର୍ଥ ନଥିବ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ଦୀପାବଳି ଦିନ କେବଳ ୨ ଘଣ୍ଟା ବାଣ ଫୁଟିବ । ରାତି ୮ରୁ ୧୦ ମଧ୍ୟରେ ଲୋକମାନେ ବାଣ ଫୁଟାଇ ପାରିବେ । ସେହିପରି ପିଇଏସଓ(ପେଟ୍ରୋଲିୟମ ଆଣ୍ଡ ଏକ୍ସପ୍ଲୋସିଭ ଅର୍ଗାନାଇଜେସନ) ଅନୁମତି ପ୍ରାପ୍ତ ବାଣ ଫୁଟାଇବାକୁ ମଞ୍ଜୁରୀ […]
Read More...

Advertisement