grassroot level farmers
ଦେଶ- ବିଦେଶ  କୃଷି 

ଜାନୁୟାରୀ ପହିଲାରେ ପିଏମ୍‌-କିଷାନର ଦଶମ କିସ୍ତି ପ୍ରଦାନ

ଜାନୁୟାରୀ ପହିଲାରେ ପିଏମ୍‌-କିଷାନର ଦଶମ କିସ୍ତି ପ୍ରଦାନ ଦିଲ୍ଲୀ: ଡିସେମ୍ବର ୩୦: ତୃଣମୂଳସ୍ତରରେ ଚାଷୀମାନଙ୍କୁ ସଶକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ଦଶମ କିସ୍ତି ପ୍ରଦାନ କରିବାକୁ ଯାଉଛନ୍ତି । କୃଷକମାନଙ୍କୁ ଆର୍ଥିକ ସୁବିଧାକୁ ଦୃଷ୍ଟିରେ ରଖି ଦଶମ କିସ୍ତି ପ୍ରଦାନ କରାଯିବ । ଜାନୁୟାରୀ ପହିଲା ୨୦୨୨ ଅପରାହ୍ନ ସାଢେ ୧୨ଟା ସମୟରେ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଏହି ସୁବିଧା ହସ୍ତାନ୍ତର କରିବେ । ଏହା ଦ୍ୱାରା ଦଶକୋଟିରୁ ଅଧିକ ହିତାଧିକାରୀଙ୍କ ନିକଟରେ ୨୦ହଜାର କୋଟିରୁ ଅଧିକ […]
Read More...

Advertisement