grand wedding
ମନୋରଞ୍ଜନ  ଦେଶ- ବିଦେଶ 

ବିବାହ ବନ୍ଧନରେ ବାନ୍ଧିହେବେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଓ ହିରୋ ଭିକି କୌଶଲ

ବିବାହ ବନ୍ଧନରେ ବାନ୍ଧିହେବେ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଓ ହିରୋ ଭିକି କୌଶଲ ନୂଆଦିଲ୍ଲୀ: ଡିସେମ୍ବର ୦୨: ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଓ ଉରି ଫିଲ୍ମ ହିରୋ ଭିକି କୌଶଲ। ଖବର ମିଳିଛି କି ଆସନ୍ତା ୯ ତାରିଖରେ ସେମାନେ ବିବାହ କରିବାକୁ ଯାଉଛନ୍ତି। ଏହାରି ଭିତିରେ ଷ୍ଟାର ଯୋଡି ନିଜ ବିବାହକୁ ନେଇ ଗାଇଡଲାଇନ ଜାରି କରିଛନ୍ତି। ହୋଟେଲ ବୁକିଂ ଠୁ ଆରମ୍ଭ କରି, ବିବାହ ଭେନ୍ୟୁ ସବୁ ଫାଇନାଲ ହୋଇସାରିଛି । ତେବେ ବିବାହକୁ ଆସୁଥିବା ଗେଷ୍ଟ ମାନେ ତାଙ୍କ […]
Read More...

Advertisement