Govt increases MSP
ଓଡ଼ିଶା 

ବଢିଲା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ:୧୪ଟି ଖାଦ୍ୟଶସ୍ୟ ମୂଲ୍ୟ ବଢାଇଲେ କେନ୍ଦ୍ର ସରକାର

ବଢିଲା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ:୧୪ଟି ଖାଦ୍ୟଶସ୍ୟ ମୂଲ୍ୟ ବଢାଇଲେ କେନ୍ଦ୍ର ସରକାର ଭୁବନେଶ୍ୱର : ଜୁନ ୦୧:ବଢ଼ିଲା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ । ବର୍ତ୍ତମାନ ସ୍ଥିତିରେ ସମସ୍ୟା ଦେଇ ଗତି କରୁଥିବା ଚାଷୀଙ୍କୁ ସହାୟତା କରିବା ପାଇୁଁ କେନ୍ଦ୍ର ସରକାର ୧୪ଟି ଖରିଫ ଫସଲର ଏମ୍‌ଏସ୍‌ପି ବା ସର୍ବନିମ୍ନ ସହାୟକ ଦର ୫୦ରୁ ୮୩ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ସୋମବାରଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ବୃଦ୍ଧି ପରେ ୨୦୨୦-୨୧ ପାଇଁ ଧାନର ଏମଏସପି […]
Read More...

Advertisement