Govt Bus in Odisha
ଓଡ଼ିଶା 

ସୋମବାରଠୁ ଗଡ଼ିବ ଓଏସ୍‌ଆରଟିସି ବସ୍‌ ; ବିନା ମାସ୍କରେ ଯାତ୍ରା କରିବା ମନା

ସୋମବାରଠୁ ଗଡ଼ିବ ଓଏସ୍‌ଆରଟିସି ବସ୍‌ ; ବିନା ମାସ୍କରେ ଯାତ୍ରା କରିବା ମନା ଭୁବନେଶ୍ୱର : ଜୁନ ୬: ସୋମବାର ଠାରୁ ଗଡ଼ିବ ବସ୍‌୍‌ । ରାଜ୍ୟର ୨୨ଟି ସହରର ୬୬ଟି ରୁଟ୍‌ରେ ବସ୍‌ ଚଳାଚଳ ଆରମ୍ଭ ହେବ । ଏହିପରିପ୍ରେକ୍ଷୀରେ ଓଏସ୍‌ଆରଟିସିର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା କହିଛନ୍ତି ଯେ, ଆମେ ଆମର ନିତିଦିନିଆ ସର୍ବସାଧାରଣଙ୍କ ପାଇଁ ବସ ସେବା ୯୬ଟି ବସ୍‌କୁ ନେଇ ଆସନ୍ତା ସୋମବାରଠାରୁ ଆରମ୍ଭ କରୁଛୁ । ଏହା ରାଜ୍ୟର ୨୨ଟି ସହରକୁ ରାଜଧାନୀ ସହିତ ଯୋଡିବ। ପଯ୍ୟାୟକ୍ରମରେ ଆମେ ଅଧିକାରୁ ଅଧିକା […]
Read More...

Advertisement