government apathy
ଜିଲ୍ଲା 

ବ୍ରଜରାଜନଗର ଉପର୍ନିବାଚନ: ଭୋଟବର୍ଜନ କଲେ ବେଙ୍କମୁରା ଗ୍ରାମବାସୀ

ବ୍ରଜରାଜନଗର ଉପର୍ନିବାଚନ: ଭୋଟବର୍ଜନ କଲେ ବେଙ୍କମୁରା ଗ୍ରାମବାସୀ ଝାରସୁଗୁଡ଼ା :ବ୍ରଜରାଜନଗର ଉପର୍ନିବାଚନ ସକାଶେ ଭୋଟ୍‌ ଚାଲିଥିଲା । ଏହି ଭୋଟ୍‌ ପ୍ରକୟିୟାରେ ବେଙ୍କମୁରା ଗ୍ରାମବାସୀ ଯୋଗ ଦେଇନଥିବା ଖବର ମିଳିଛି । ତେବେ ରାଜ୍ୟ ଶିକ୍ଷା ବିଭାଗ ନିର୍ଦ୍ଦେଶ ଓ ମାର୍ଗଦର୍ଶିକା ଅନୁସାରେ ଜିଲ୍ଲା ଶିକ୍ଷା ବିଭାଗ ଗତବର୍ଷଠାରୁ ବିଦ୍ୟାଳୟକୁ ବନ୍ଦ କରିଦେଇଥିବାରୁ ଭୋଟ ବର୍ଜନ କରିଛନ୍ତି ବୋଲି ବେଙ୍କମୁରା ଗ୍ରାମବାସୀ କହିଛନ୍ତି । ବେଙ୍କମୁରା ଗାଁ ର ୨୭୨ ଭୋଟର ଭୋଟ ଦାନରୁ ବିରତ ରହିଛନ୍ତି । ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୁଥ […]
Read More...

Advertisement