good news for employee
ଦେଶ- ବିଦେଶ  ଓଡ଼ିଶା 

୨୧ ହଜାରରୁ କମ୍‌ ବେତନଧାରୀଙ୍କ ପାଇଁ ଖୁସି ଖବର

୨୧ ହଜାରରୁ କମ୍‌ ବେତନଧାରୀଙ୍କ ପାଇଁ ଖୁସି ଖବର ଭୁବନେଶ୍ୱର: ଅପ୍ରେଲ ୧୯: ଇପିଏଫଓ ତଫରୁ ଚାକିରିଆଙ୍କ ପାଇଁ ଖୁସି ଖବର । ଏ ନେଇ ଏକ ଖବର ସାମ୍ନାକୁ ଆସିଛି। ଇପିଏଫଓର ମାସିକ ବେତନ ସୀମାକୁ ବର୍ତ୍ତମାନ ୧୫,୦୦୦ ଟଙ୍କାରୁ ବୃଦ୍ଧି କରି ୨୧,୦୦୦ ଟଙ୍କା କରିବା ଲାଗି ପ୍ରସ୍ତାବ ଦିଆଯାଇଛି। ମିଳିଥିବା ସୂଚନା ଅନୁସାରେ, ଇପିଏଫଓର ଅଧିକାଂଶ ସଦସ୍ୟ ଏହାର ସପକ୍ଷରେ ଅଛନ୍ତି। ଶେଷଥର ପାଇଁ ୨୦୧୪ରେ ବେତନ ସୀମାରେ ସଂଶୋଧନ ହୋଇଥିଲା। ପୁଣିଥରେ ବେତନ ସୀମା ବୃଦ୍ଧି ହେଲେ ୭୫ ଲକ୍ଷରୁ ଅଧିକ […]
Read More...

Advertisement