God on the Balcony
ମନୋରଞ୍ଜନ 

ମେଲବର୍ଣ୍ଣଠାରେ ହେବ ଇଣ୍ଟିଆନ୍‌ ଫିଲ୍ମ ଫେଷ୍ଟିଭାଲ୍‌

ମେଲବର୍ଣ୍ଣଠାରେ ହେବ ଇଣ୍ଟିଆନ୍‌ ଫିଲ୍ମ ଫେଷ୍ଟିଭାଲ୍‌ ଭୁବନେଶ୍ୱର: ଅଗଷ୍ଟ ୫: ମେଲବର୍ଣ୍ଣଠାରେ ଭାରତୀୟ ଚଳଚ୍ଚିତ୍ର ଉତ୍ସବ (ଆଇଏଫ୍‌ଏଫ୍‌ଏମ୍‌) ୨୦୨୧ ପାଳନ ହେବ । ଉତ୍ସବରେ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ଅଭିନେତ୍ରୀ ବିଦ୍ୟାବଲାନ୍‌ଙ୍କ ଅଭିନିତ ଫିଲ୍ମ ‘ସେରନୀ’, ଅନୁରାଗ ବାସୁଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଲୁଡୋ’, ଦକ୍ଷିଣ ଭାରତୀୟ ଲୋକପ୍ରିୟ ଫିଲ୍ମ ଅଭିନେତା ସୁରୟାଙ୍କ ଅଭିନୀତ ତାମିଲ ଫିଲ୍ମ ‘ସୋରାରାଇ ପୋଟ୍ଟରୁ’ ଏବଂ ‘ଗଡ୍‌ ଅନ୍‌ ଦ ବାଲକୋନୀ’ ମନୋନୀତ ହୋଇଛି । ଆସନ୍ତା ଅଗଷ୍ଟ ୨୦ ତାରିଖରେ ଏହି ଫିଲ୍ମ ଇଭେଣ୍ଟ ଅନୁଷ୍ଠିତ ହେବ । […]
Read More...

Advertisement