Global Worming
Feature 

ବର୍ଦ୍ଧିତ ତାପମାତ୍ରା ପୃଥିବୀର ଶତ୍ରୁ

ବର୍ଦ୍ଧିତ ତାପମାତ୍ରା ପୃଥିବୀର ଶତ୍ରୁ ପୃଥିବୀ ଏକମାତ୍ର ଗ୍ରହ ଯେଉଁଥିରେ ମଣିଷ ବସବାସ କରିଥାଏ । ଏଠାରେ ଜୀବଜଗତ ବଞ୍ଚିରହିବା ପାଇଁ ସବୁପ୍ରକାର ସୁବିଧା ରହିଛି । ଏଠାରେ ପାଣି,ବାୟୁମଣ୍ଡଳ,ଖାଦ୍ୟ, ଜଙ୍ଗଲ ଭଳି ସମସ୍ତ ସୁବିଧା ରହିଛି । ତେବେ ଏତେ ସୁବିଧା ଭିତରେ ବି ଅନେକ ଏଭଳି ପରିବେଶକୁ ନେଇ ସମସ୍ୟା ରହିଛି ଯାହା ପୃଥିବୀକୁ କ୍ଷତି ପହଞ୍ଚାଉଛି । ସେହିଭଳି ଏକ ସମସ୍ୟା ହେଲା ବର୍ଦ୍ଧିତ ତାପମାତ୍ରା । ବର୍ତ୍ତମାନ ଅନେକ ସମୟରେ ଦେଖିବାକୁ ମିଳୁଛି ପୃଥିବୀର ତାପମାତ୍ରା ବଢିବାରେ […]
Read More...

Advertisement